ବଢିଲା NDA ଚିନ୍ତା: କେ.ସୁରେଶଙ୍କୁ ସମର୍ଥନ କରିବ ଟିଏମସି
Om Birla VS K Suresh: ବାଚସ୍ପତି ନିର୍ବାଚନ ପୂର୍ବରୁ ବଢିଲା NDA ଚିନ୍ତା । ବାଚସ୍ପତି ନିର୍ବାଚନ ଇଣ୍ତିଆ ମେଣ୍ଟର ପ୍ରାର୍ଥୀ କେ.ସୁରେଶଙ୍କୁ ସମର୍ଥନ ନେଇ ଘୋଷଣା କଲା ଟିଏମସି । ବାସ୍ତବରେ, ପୂର୍ବରୁ ଟିଏମସି ନେତା ଅଭିଷେକ ବାନାର୍ଜୀ କହିଥିଲେ ଯେ, ତାଙ୍କ ଦଳ ସହ ପରାମର୍ଶ ନକରି କଂଗ୍ରେସ ପକ୍ଷରୁ ସୁରେଶଙ୍କୁ ପ୍ରାର୍ଥୀ କରାଯାଇଥିଲା । ଏହାକୁ ନେଇ ମମତା ବାନାର୍ଜୀ ଅସନ୍ତୁଷ୍ଟ ଥିଲେ ।













Click it and Unblock the Notifications