ରାଜ୍ୟ ଉପସଭାପତି ପଦରୁ ଅବଦୁଲ ବସିତ ଖାନଙ୍କ ଇସ୍ତଫା
Tripura politics: ରାଜ୍ୟ ଉପସଭାପତି ପଦରୁ ଅବଦୁଲ ବସିତ ଖାନଙ୍କ ଇସ୍ତଫାTMC’s Tripura unit vice-president Abdul Basit Khan quits party
ଅଗରତାଲା: ତ୍ରିପୁରାରେ ଫିକାପଡ଼ୁଛି କି ମମତାଙ୍କ ପ୍ରଭାବ? ରାଜ୍ୟରେ ଦଳ ନୂଆ ନୂଆ ପାଦ ରଖିଥିଲେ ବି ନେତାମାନେ ଇସ୍ତଫା ଦେଉଛନ୍ତି । ଶନିବାର ତ୍ରିପୁରାରର ଟିଏମ୍ସି ଉପସଭାପତି ପଦରୁ ଇସ୍ତଫା ଦେଇଛନ୍ତି ଅବଦୁଲ ବସିତ ଖାନ। ଏନେଇ ସେ ଦଳର ରାଜ୍ୟ ପ୍ରଭାରିଙ୍କୁ ଚିଠି ଲେଖି କହିଛନ୍ତି "ମୁଁ ଏତଦ୍ୱାରା ତ୍ରିପୁରାର ଟିଏମ୍ସି ଉପସଭାପତି ପଦରୁ ତତ୍କାଳ ପ୍ରଭାବରେ ଇସ୍ତଫା ଦେଉଛି ।"













Click it and Unblock the Notifications