୧୦ ଜଣ TMC'ସାଂସଦଙ୍କୁ ଗିରଫ କଲା ପୋସିଲ

TMC News: ନିର୍ବାଚନ ଆୟୋଗର ଦିଲ୍ଲୀ ମୁଖ୍ୟାଳୟ ବାହାରେ ଧାରଣାରେ ଦେଇଥିବା ୧୦ ଟିଏମସି ନେତାଙ୍କୁ ଗିରଫ କଲା ପୋଲିସ । ଏଥିରେ ଡେରେକ ଓ'ବ୍ରାୟନ୍, ଡୋଲା ସେନ୍, ସାକେତ୍ ଗୋଖଲେ ଏବଂ ସାଗାରିକା ଘୋଷଙ୍କ ନା ସାମିଲ ଅଛି । ସମସ୍ତ ନେତା ସିବିଆଇ, ଇଡି ଏବଂ ଏନଆଇଏ ମୁଖ୍ୟଙ୍କୁ ପରିବର୍ତ୍ତନ କରିବା ପାଇଁ ଡିମାଣ୍ତ କରୁଥିବା ନେଇ ସୂଚନା ରହିଛି । ଘଟଣାସ୍ଥଳରୁ ପୋଲିସ ସାଂସଦମାନଙ୍କୁ ଜବରଦସ୍ତ ହଟାଉଥିବାର ଦେଖିବା ପାଇଁ ମିଳିଥିଲା ।

TMC News

ଏହାପୂର୍ବରୁ ଟିଏମସିର ଏକ ୧୦ ଜଣିଆ ପ୍ରତିନିଧୀ ସୋମବାର ନିର୍ବାଚନ ଆୟୋଗର ସମ୍ପୂର୍ଣ୍ଣ ବେଞ୍ଚକୁ ଭେଟିଥିଲେ । ଏହି ପ୍ରତିନିଧି ଦଳ ସିବିଆଇ, ଇଡି ଏବଂ ଏନଆଇଏ ମୁଖ୍ୟଙ୍କ ପରିବର୍ତ୍ତନ ପାଇଁ ଦାବି କରିଥିଲେ। ଏହା ପରେ ସାଂସଦମାନେ ନିର୍ବାଚନ ଆୟୋଗ ମୁଖ୍ୟାଳୟ ବାହାରେ ଘଣ୍ଟା ବିରୋଧ ପ୍ରଦର୍ଶନ କରିବା ଆରମ୍ଭ କରିଥିଲେ ।

ଏହି ବିରୋଧକୁ ରୋକିବା ପାଇଁ ପୋଲିସ ବାରମ୍ବାର ଆବେଦନକୁ ପ୍ରତ୍ୟାଖ୍ୟାନ କରିବା ସତ୍ତ୍ୱେ ଟିଏମସି ସାଂସଦ ଧାରଣା ଦେଇଥିଲେ । ଟିଏମସି ନେତାମାନେ ଅଭିଯୋଗ କରିଛନ୍ତି ଯେ ସାଧାରଣ ନିର୍ବାଚନ ପୂର୍ବରୁ କେନ୍ଦ୍ରୀୟ ଏଜେନ୍ସି ବିରୋଧୀ ଦଳର ନେତାଙ୍କୁ ଟାର୍ଗେଟ କରୁଛନ୍ତି ଏବଂ ସେମାନଙ୍କ ଦ୍ୱାରା ଗିରଫଦାରୀ ସମ୍ପୂର୍ଣ୍ଣ ଉଦ୍ଦେଶ୍ୟମୂଳକ ବୋଲି ସେମାନେ ଦାବି କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+