Get Updates
Get notified of breaking news, exclusive insights, and must-see stories!

ଲଡୁ ବିବାଦ ମଧ୍ୟରେ ତିରୁପତି ମନ୍ଦିରରେ ପହଞ୍ଚିଲେ ସିଜେଆଇ

Tirupati Temple Row: ତିରୁପତି ଲଡୁ ବିବାଦ ବର୍ତ୍ତମାନ ସାରା ଦେଶରେ ଚହଳ ସୃଷ୍ଟି କରିଛି । ପ୍ରସାଦ ଭାବେ ବଣ୍ଟନ ହେଉଥିବା ଲଡୁ୍ରେ ପଶୁ ଚର୍ବି ଓ ଅପମିଶ୍ରିତ ଘିଅ ମିଶା ଯାଉଥିବା ନେଇ ଅଭିଯୋଗ ହେବା ପରେ ରାଜନୈତୀକ ସ୍ତରରେ ଏବଂ ଭକ୍ତଙ୍କ ମଧ୍ୟରେ ବି ଅସନ୍ତୋଷ ଦେଖିବା ପାଇଁ ମିଳିଥିଲା । ଆଜି ସୁପ୍ରିମକୋର୍ଟରେ ଏହି ମାମଲାରେ ଶୁଣାଣି ରହିଛି । ଏହା ପୂର୍ବରୁ ହଠାତ୍ ତିରୁପତି ମନ୍ଦିରର ପହଞ୍ଚିଥିଲେ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ।

Tirupati Temple Row
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+