Get Updates
Get notified of breaking news, exclusive insights, and must-see stories!

'ଅପରେସନ ସିନ୍ଦୂର ମାଧ୍ୟମରେ ବିଶ୍ୱ ଭାରତର ସାମରିକ ଶକ୍ତି ଏବଂ ମେକ୍ ଇନ୍ ଇଣ୍ଡିଆର ସଫଳତାକୁ ଦେଖିପାରିଛି'

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ କହିଛନ୍ତି ଅପରେସନ ସିନ୍ଦୂର ମାଧ୍ୟମରେ ସମଗ୍ର ବିଶ୍ୱ ଭାରତର ସାମରିକ ଶକ୍ତି ଏବଂ ମେକ୍ ଇନ୍ ଇଣ୍ଡିଆ ପଦକ୍ଷେପର ସଫଳତାକୁ ଦେଖୁପାରିଛି । ନାଗପୁର ଜିଲ୍ଲାର ଖପରଖେଡ଼ା ପଞ୍ଚାୟତ ଅଞ୍ଚଳରେ ଆୟୋଜିତ ତ୍ରିରଙ୍ଗା ଶୋଭାଯାତ୍ରା ପରେ ଗଣମାଧ୍ୟମକୁ ସମ୍ବୋଧିତ କରି ସେ କହିଛନ୍ତି, ସୁଦେଶୀ ଜ୍ଞାନକୌଶଳରେ ବିକଶିତ ମେକ୍ ଇନ୍ ଇଣ୍ଡିଆ ଅସ୍ତ୍ରଶସ୍ତ୍ର ଯୋଗୁଁ ଭାରତର ପ୍ରତିରକ୍ଷା କ୍ଷମତା କ୍ରମଶଃ ବୃଦ୍ଧି ପାଉଛି ।

devendra fadnavis
ସେ ଆହୁରି କହିଛନ୍ତି ଅନ୍ତରାଷ୍ଟ୍ରୀୟ ଗଣମାଧ୍ୟମ ରିପୋର୍ଟ ଗୁଡ଼ିକ ପାକିସ୍ତାନର ବାୟୁ ଏବଂ ସାମରିକ ଘାଟି ଦ୍ୱାରା ହୋଇଥିବା କ୍ଷୟକ୍ଷତିକୁ ପ୍ରଦର୍ଶିତ କରିବା ସହ ପାକିସ୍ତାନର ମିଥ୍ୟା ଦାବିକୁ ପ୍ରଭାବଶାଳୀ ଢଙ୍ଗରେ ବିଶ୍ଵ ସମୁଦାୟ ଆଗରେ ଦେଖାଇ ପାରିଛି । ତ୍ରିରଙ୍ଗା ଶୋଭାଯାତ୍ରା ଖପରଖେଡ଼ା ପଞ୍ଚାୟତ ସମେତ ଏହାର ଆଖପାଖ ଅଞ୍ଚଳ ଅତିକ୍ରମ କରିଥିଲା। ଏଥିରେ ସ୍ଥାନୀୟ ବାସିନ୍ଦା, ଅବସରପ୍ରାପ୍ତ କର୍ମଚାରୀ ଏବଂ ବୁଦ୍ଧିଜୀବୀମାନେ ସାମିଲ ହୋଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+