ଉତ୍ତର ପ୍ରଦେଶରେ ବିଭତ୍ସ ହତ୍ୟା, ସ୍କ୍ର୍ରୁ ଡ୍ରାଇଭରରେ ଭୁସି ୩ ଜଣଙ୍କୁ ହତ୍ୟା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଜନୋରର ହୋଇଛି ବିଭତ୍ସ ହତ୍ୟା । ପେଚ୍‌କସ୍‌ରେ ଭୁସି ଗୋଟିଏ ପରିବାରରେ ୩ ଜଣଙ୍କୁ ହତ୍ୟା କରାଯାଇଛି । ଉତ୍ତର ପ୍ରଦେଶ ବିଜନୋରର ଖାଲିଫା କଲୋନୀରେ ହୋଇଥିବା ଟ୍ରିପଲ ମର୍ଡର ଘଟଣାରେ ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ସ୍ୱାମୀ, ସ୍ତ୍ରୀ ଏବଂ ପୁଅକୁ ଏକ ସ୍କ୍ର୍ରୁ ଡ୍ରାଇଭର ବା ପେଚକସ୍‌ରେ ଭୂଷି ହତ୍ୟା କରାଯାଇଥିଲା।

ପୋଲିସ ଏବଂ ଫୋରେନସିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଏହି ସମୟରେ ଏକ ବିରାଟ ଜନସମାଗମ ହୋଇଥିଲା। ଏହି ହତ୍ୟ।।ଣ୍ଡରେ ପୋଲିସ ରବିବାର ଖଲିଫା କଲୋନୀରେ ପହଞ୍ଚିଛି। ପୋଲିସ ସୁଚନାନୁସାରେ, ଭୁରା (୫୦), ତାଙ୍କ ପତ୍ନୀ ଉବୈଦା (୪୫) ଏବଂ ୧୮ବର୍ଷର ପୁଅ ୟାକୁବଙ୍କ ମୃତଦେହ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିଲା। ଏହି ତିନିଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା।

Screwdrivers

ଟ୍ରିପଲ ମର୍ଡର ବିଷୟରେ ସୂଚନା ପାଇବା ମାତ୍ରେ ଏସପି ଅଭିଷେକ ଝା, ଏସପି ସିଟି ସଞ୍ଜୀବ ବାଜପେୟୀ ଏବଂ କିଛି ପୋଲିସ ଷ୍ଟେଶନରୁ ପୋଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚିଥିଲେ। ଅଧିକାରୀମାନେ ନିକଟସ୍ଥ ଲୋକ ଏବଂ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ପଚରାଉଚରା କରିଥିଲେ। ଏସପି ସିଟି କହିଛି ଯେ ଘଟଣାର ତଦନ୍ତ କରାଯାଉଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+