ରେଳ ଯୋଗେ ତିନୋଟି ନୂଆ ମାଲ ପରିବହନ ଏବଂ ପାର୍ସଲ୍ ସେବା ବ୍ୟବସ୍ଥା ହେଲା ଉଦ୍‌ଘାଟିତ

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭର୍ଚୁଆଲ୍‍ ମାଧ୍ୟମରେ ଆଜି ତିନୋଟି ନୂତନ ମାଲ ପରିବହନ ଏବଂ ପାର୍ସଲ୍‍ ସେବା ବ୍ୟବସ୍ଥାକୁ ଉଦ୍‍ଘାଟନ କରିଛନ୍ତି । ଦିଲ୍ଲୀରୁ କୋଲକାତା ଏବଂ ମୁମ୍ବାଇରୁ କୋଲକାତା ରେଳ ଯୋଗେ ମାଲ ପରିବହନ ତଥା ପାର୍ସଲ୍‍ ସେବା ଘରେ ପହଞ୍ଚାଇବା ପାଇଁ ରେଳ ପାର୍ସଲ୍‍ ଭ୍ୟାନ୍‍ର ବ୍ୟବସ୍ଥା କରାଯାଇଛି ।

ashwini

ଏହି ବ୍ୟବସ୍ଥା ଆରମ୍ଭ ହେବା ଦ୍ୱାରା ଘରେ ବସି ସାଧାରଣ ଲୋକମାନେ ଖୁବ୍‍ ସହଜରେ ଏବଂ ଶୀଘ୍ର ନିଜର ସାମଗ୍ରୀ ଗୁଡ଼ିକ ପାଇପାରିବେ । ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି, ଆମ ଦେଶରେ ହାତ ପାହାନ୍ତାରେ ସାମଗ୍ରୀଗୁଡ଼ିକ ଉପଲବ୍ଧ ହେବାର ଆବଶ୍ୟକତା ରହିଛି । ଏହାକୁ ଦୃଷ୍ଟିରେ ରଖି ରେଳ ବିଭାଗ ଏହି ଅଭିନବ ପଦକ୍ଷେପ ଗ୍ରହଣ କରିଛି । ଏହାଦ୍ୱାରା ସ୍ୱଳ୍ପ ଖର୍ଚ୍ଚରେ ଉପଭୋକ୍ତାମାନେ ନିଜର ସାମଗ୍ରୀଗୁଡ଼ିକ ଘରେ ବସି ପାଇପାରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+