Get Updates
Get notified of breaking news, exclusive insights, and must-see stories!

୨ ଦିନରେ କୋରନା ନେଲା ୩ ଜୀବନ

ପୁଣି କରୋନାରେ ଗଲା ଆଉ ୩ ଜୀବନ । ମଧ୍ୟପ୍ରଦେଶ ଇନ୍ଦୋରରେ ୪୮ ଘଣ୍ଟା ମଧ୍ୟରେ ଭାଇରସର ସଂକ୍ରମଣ ବୃଦ୍ଧି ପାଇଛି । ଯାହା ପରେ ସ୍ବାସ୍ଥ୍ୟ ବିଭାଗ ସତର୍କ ହୋଇଯାଇଛି । ସୂଚନାନୁଯାୟୀ, ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟ ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ଅଧିକାରୀ (CMHO)ଡ଼ାକ୍ତର ମାଧବ ପ୍ରସାଦ ହାସାନୀ କହିଛନ୍ତି ଯେ, ରବିବାର ଦିନ କରୋନା ଭାଇରସ ଯୋଗୁଁ ୬୪ ବର୍ଷୀୟ ମହିଳା ଏବଂ ୫୫ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଥିଲା ।

COVID-19

ସେମାନଙ୍କ ବ୍ୟତୀତ ସୋମବାର ଦିନ ୫୦ବର୍ଷୀୟ ଜଣେ ମହିଳାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ଏଥି ସହିତ ମୃତକମାନେ ବ୍ଲଡ କ୍ୟାନସର, ଟିବି, ଡାଇବେଟିସ ଏବଂ ଥାଇରଡ ଭଳି ରୋଗରେ ପୀଡିତ ଥିଲେ । ଫଳରେ ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ପାଇଥିଲା ।ଅନ୍ୟପଟେ କରୋନାକୁ ନେଇ ଚିନ୍ତା କରିବାର କୌଣସି କାରଣ ନାହିଁ ବୋଲି ମଧ୍ୟ କହିଛନ୍ତି ସିଏମଏଚଓ । ସେ କହିଛନ୍ତି, 'ବର୍ତ୍ତମାନ ଜିଲ୍ଲାରେ କେବଳ ସାତ ଜଣ କରୋନା ରୋଗୀ ଚିକିତ୍ସାଧୀନ ଅଛନ୍ତି । ମଙ୍ଗଳବାରଦିନ ଏହି ସଂକ୍ରମଣକାରୀଙ୍କ ସୂଚନା ନାହିଁ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+