Get Updates
Get notified of breaking news, exclusive insights, and must-see stories!

ପୁଣି ସ୍କୁଲକୁ ବୋମା ଧମକ, ଧମକ ମିଳିଥିବା ସମସ୍ତ ସ୍କୁଲରେ ଛୁଟି ଘୋଷଣା

ଗୁଜରାଟ ଅହମଦାବାଦର ୧୦ଟି ସ୍କୁଲକୁ ମିଳିଛି ବୋମା ଧମକ । ୧୦ଟି ସ୍କୁଲକୁ ଇମେଲ ମ୍ୟାଧ୍ୟମରେ ବୋମା ଧମକ ମିଳିଛି । ସ୍କୁଲ ଗୁଡ଼ିକୁ ବୋମାରେ ଉଡ଼ାଇଦେବାକୁ 'ମୁନରୋ କ୍ୟୁକେଲ ' ନାମକ ଏକ ଇମେଲ ଆଇଡିରୁ ଧମକପୂର୍ଣ୍ଣ ମେଲ ଆସିଥିଲା । ମେଲ ସମ୍ପର୍କରେ ସୂଚନା ପାଇ ପୋଲିସକୁ ଜଣାଇଥିଲେ ସ୍କୁଲ ପ୍ରଶାସନ।

bomb threats

ଏହାପରେ ଧମକ ମିଳିଥିବା ସମସ୍ତ ସ୍କୁଲରେ ଛୁଟି ଘୋଷଣା କରାଯାଇଥିଲା । ଘଟଣାସ୍ଥଳରେ ପୋଲିସ ସହ ବମ ସ୍କ୍ବାଡ, ସନ୍ଧାନକାରୀ କୁକୁର ଏବଂ ଦମକଳ ବାହିନୀ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି । ସାଇବର କ୍ରାଇମ ପୋଲିସ ଇ-ମେଲ ଆକାଉଣ୍ଟ ଏବଂ ମେଲ ପଠାଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଛାନବିନ୍ ଆରମ୍ଭ କରିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+