Get Updates
Get notified of breaking news, exclusive insights, and must-see stories!

ରାମ ମନ୍ଦିରର ସୁରକ୍ଷା ବଢାଯାଉ ନଚେତ୍ ବୋମାରେ ଉଡ଼ାଇ ଦିଆଯିବ ! ଏପରି ମିଳିଲା ଧମକ

ଉତ୍ତର ପ୍ରଦେଶର ୧୦-୧୫ ଜିଲ୍ଲାର ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସରକାରୀ ଇ-ମେଲରେ ଧମକ ମିଳିଛି। ଅଯୋଧ୍ୟାର ରାମ ମନ୍ଦିର ଟ୍ରଷ୍ଟକୁ ମଧ୍ୟ ଏକ ଧମକପୂର୍ଣ୍ଣ ମେଲ୍ ମିଳିଛି। ରାମ ମନ୍ଦିର ଟ୍ରଷ୍ଟକୁ ମିଳିଥିବା ଇମେଲ୍‌ରେ ସୁରକ୍ଷା ବୃଦ୍ଧି କରିବାକୁ କୁହାଯାଇଛି... କୁହାଯାଇଛି ଯେ ଯଦି ଏହା ନ କରାଯାଏ, ତେବେ ରାମ ମନ୍ଦିରକୁ ବୋମାରେ ଉଡ଼ାଇ ଦିଆଯିବ।

Ram Mandir

ଗତ ସୋମବାର ରାତିରେ ରାମ ଜନ୍ମଭୂମି ଟ୍ରଷ୍ଟର ମେଲରେ ଏକ ଧମକପୂର୍ଣ୍ଣ ମେଲ୍ ଆସିଥିଲା। ସେଥିରେ ଲେଖାଥିଲା- ମନ୍ଦିରର ସୁରକ୍ଷା ବୃଦ୍ଧି କର। ଯାହା ପରେ ଅଯୋଧ୍ୟାର ସାଇବର ପୋଲିସ ଷ୍ଟେସନରେ ଏକ ଏଫଆଇଆର ରୁଜୁ କରାଯାଇଥିଲା। ସାଇବର ସେଲ୍ ଏହି ମାମଲାର ତଦନ୍ତ କରୁଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+