ଦିଲ୍ଲୀ ହାଇକୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ

ଦିଲ୍ଲୀ ହାଇକୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ । ବୋମାରେ ଉଡ଼ାଇ ଦେବାକୁ ମେଲ୍ ଯୋଗେ ଦୁର୍ବୃତ୍ତର ଧମକ । ୩ଟି କୋର୍ଟରୁମ୍‌ରେ ୩ଟି ବୋମା ଖଞ୍ଜାଯାଇଥିବା ମେଲ୍‌ରେ ଉଲ୍ଲେଖ ।
ଦିନ ୨ଟା ପୂର୍ବରୁ ବୋମା ବିସ୍ଫୋରଣ ହେବା ନେଇ ଉଲ୍ଲେଖ । ବୋମା ଧମକ ପରେ ଖାଲି କରାଗଲା ଦିଲ୍ଲୀ ହାଇକୋର୍ଟ । ବିଚାରପତି, ଓକିଲ ଓ କର୍ମଚାରୀଙ୍କୁ ବାହାରକୁ ନେଲା ଦିଲ୍ଲୀ ପୋଲିସ । ଦିଲ୍ଲୀ ହାଇକୋର୍ଟ ପରିସରରେ ବୋମା ନିଷ୍କ୍ରିୟକାରୀ ଟିମ୍ । ଦିଲ୍ଲୀ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ।

Threat to blow up Delhi High Court with bomb
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+