ପାକିସ୍ତାନରେ ବନ୍ଦ ହେଲା ହଜାରେ ମଦ୍ରାସା

Pakistan News: ପହଲଗାମ ଆତଙ୍କବଦ ଆକ୍ରମଣ ପରେ ଭାରତର ରଣନୀତିକୁ ନେଇ ସାରା ବିଶ୍ୱରେ କଳ୍ପନାଜଳ୍ପନା । ପାକିସ୍ତାନ ବିରୋଧରେ ଭାରତ ଅନେକ ବଡ ନିଷ୍ପତ୍ତି ନେଇଛି । ଏହାରି ମଧ୍ୟରେ ପିଓକେରେ ହଜାରେ ମଦ୍ରାସା ବନ୍ଦ କରିଛି ପାକିସ୍ତାନ । ଭାରତ ପକ୍ଷରୁ ଆକ୍ରମଣ ଆଶଙ୍କା ଥିବାରୁ ପାକିସ୍ତାନ ଏପରି ପଦକ୍ଷେପ ନେଇଥିବା ନେଇ ସୂଚନା ରହିଛି ।

Pakistan

ସେହିପରି ରାସନ ମହଜୁଦ ରଖିବାକୁ ନିଜ ନାଗରିକଙ୍କୁ ପାକିସ୍ତାନର ନିର୍ଦ୍ଦେଶ ଦେଇଛି । ସୀମାନ୍ତରେ ରହୁଥିବା ନାଗରିକଙ୍କୁ ୨ ମାସର ରାସନ ରଖିବା ପାଇଁ ପାକିସ୍ତାନ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ପାକିସ୍ତାନରେ ପ୍ରାୟ ଏକ ହଜାରେ ମଦ୍ରାସା ବନ୍ଦ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+