Elon Musk: ଏଥର ଟ୍ୱିଟର୍ ୟୁଜର୍ସ ଦେବେ ଟଙ୍କା !

Elon Musk: ଗତ କିଛି ଦିନ ହେବ Elon Musk ଟ୍ୱିଟରରେ ଅନେକ କିଛି ପରିବର୍ତ୍ତନ କରିସାରିଲେଣି । ଏହି କ୍ରମରେ, ମସ୍କ ପୁଣି ଥରେ ଟ୍ୱିଟରରେ ପରିବର୍ତ୍ତନ କରିବା ନେଇ ସୂଚନା ଦେଇଛନ୍ତି । ଆଗାମୀ ଦିନରେ 'X' ଅର୍ଥାତ୍ ଟ୍ୱିଟର୍ ବ୍ୟବହାର କରୁଥିବା ସମସ୍ତ ବ୍ୟକ୍ତିଙ୍କୁ ମାସିକ ଶୁଳ୍କ ଦେବାକୁ ପଡିପାରେ ବୋଲି Elon Musk ବର୍ତ୍ତମାନ ସଂଙ୍କେତ ଦେଇଛନ୍ତି । ନକଲି ଆକାଉଣ୍ଟ ବ୍ୟବହାରକୁ ରୋହିକା ପାଇଁ ମସ୍କ ଏପରି ପଦକ୍ଷେପ ନେଇପାରନ୍ତି । ସିଏନବିସି ରିପୋର୍ଟ ଅନୁଯାୟୀ, ଏହି ଫିସ୍ କେତେ ହେବ ଏହଂ ବ୍ୟବହାରକାରୀମାନେ କେଉଁ କେଉଁ ସୁବିଧା ପାଇବେ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ ।

Elon Musk
ଇସ୍ରାଏଲ୍ ପ୍ରଧାନମନ୍ତ୍ରୀଙ୍କ ସହ ମସ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ 'X'କୁ ନେଇ ଅନେକ ବିଷୟରେ ଆଲୋଚନା କରିଛନ୍ତି । ଏହି ସମୟରେ ସେ ଉଲ୍ଲେଖ କରିଛନ୍ତି ଯେ X ରେ ବର୍ତ୍ତମାନ 550 ନିୟୁତ ଉପଭୋକ୍ତା ଅଛନ୍ତି ଯେଉଁମାନେ ପ୍ରତି ମାସରେ ପ୍ଲାଟଫର୍ମ ବ୍ୟବହାର କରନ୍ତି ଏବଂ ପ୍ରତିଦିନ 100 ରୁ 200 ନିୟୁତ ପୋଷ୍ଟ ସେୟାର କରୁଛନ୍ତି । କିନ୍ତୁ ଏହି ଉପଭୋକ୍ତାମାନଙ୍କ ମଧ୍ୟରୁ କେତେଜଣ ପ୍ରକୃତ ଲୋକ ଏବଂ ତେବେଚା ଫେକ୍ ଆକାଉଣ୍ଟ ରହିଛି ସେନେଇ ବର୍ତ୍ତମାନ କୌଣସି ସୂଚନା ନାହିଁ ।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+