ଯୁଗ ଯୁଗ ଧରି ଏହି ଧ୍ୱଜା ମାନବଜାତିକୁ ଶ୍ରୀରାମଙ୍କ ପ୍ରେରଣା ପହଞ୍ଚାଇବ; ମୋଦୀ
ଶ୍ରୀରାମ ମନ୍ଦିରରେ ଧର୍ମଧ୍ବଜା ସ୍ଥାପନା ପରେ ମୋଦିଙ୍କ ଅଭିଭାଷଣ । ଏହି ଧ୍ୱଜା ଦୂରରୁ ହିଁ ରାମଲଲ୍ଲାଙ୍କ ଜନ୍ମଭୂମିର ଏକ ଝଲକ ଦେଖାଇବ ।ଯୁଗ ଯୁଗ ଧରି ଏହି ଧ୍ୱଜା ମାନବଜାତିକୁ ଶ୍ରୀରାମଙ୍କ ପ୍ରେରଣା ପହଞ୍ଚାଇବ' । ଏହି ଅବିସ୍ମରଣୀୟ ମୁହୂର୍ତ୍ତରେ ସମସ୍ତ ଭକ୍ତଙ୍କୁ ମୁଁ ପ୍ରଣାମ କରୁଛି' । ରାମ ମନ୍ଦିର ନିର୍ମାଣରେ ଯେଉଁମାନେ ଯେକୌଣସି ଭାବେ...ଯୋଗଦାନ ଦେଇଛନ୍ତି । ସେମାନଙ୍କୁ ମୁଁ କୃତଜ୍ଞତା ଜ୍ଞାପନ କରୁଛି । ନିର୍ମାଣରେ ନିଯୁକ୍ତ ପ୍ରତ୍ୟେକ ଶ୍ରମିକ, କାରିଗର ସ୍ଥପତିଙ୍କୁ ଅଭିନନ୍ଦନ' ।













Click it and Unblock the Notifications