ରାଜ୍ୟସଭାରେ ୱକ୍‌ଫ ବିଲ୍ ଆଲୋଚନା ବେଳେ ବିଜେଡି ସହ ବିରୋଧ କଲେ ଏହି ସବୁ ଦଳ

ବୁଧବାର ରାତି ପ୍ରାୟ ୧ଟାରେ ବହୁମତରେ ୱାକଫ ସଂଶୋଧନ ବିଲ୍ ପାସ୍ କରିଥିଲା ଲୋକସଭା । ବିଲ୍ ସପକ୍ଷରେ ୨୮୮ଟି ଭୋଟ ପଡ଼ିଥିବା ବେଳେ ବିପକ୍ଷରେ ୨୩୨ଟି ଭୋଟ ପଡ଼ିଥିଲା । ଗୃହ ମଧ୍ୟ ବିରୋଧୀଙ୍କ ସମସ୍ତ ସଂଶୋଧନକୁ ଭଏସ୍ ଭୋଟ ଦ୍ୱାରା ପ୍ରତ୍ୟାଖ୍ୟାନ କରିଥିଲା ।

bjd

ବିରୋଧୀ ସାଂସଦ ଏନକେ ପ୍ରେମଚନ୍ଦ୍ରନଙ୍କ ସଂଶୋଧନ ପ୍ରସ୍ତାବ ଉପରେ ସକାଳ ୧.୧୫ ମିନିଟରେ ଭୋଟିଂ ହୋଇଥିଲା, ଯାହାକୁ ୨୩୧ ବିପକ୍ଷରେ ୨୮୮ ଭୋଟରେ ଖାରଜ କରାଯାଇଥିଲା । ବୋର୍ଡରେ ଅଣ-ମୁସଲିମ ସଦସ୍ୟ ନ ରଖିବା ପାଇଁ ପ୍ରସ୍ତାବ ଥିଲା । ଲୋକସଭାରେ ଏହି ବିଲ୍ ଉପରେ ୧୨ ଘଣ୍ଟାରୁ ଅଧିକ ସମୟ ଧରି ଆଲୋଚନା ହୋଇଥିଲା । ଆଜି ରାଜ୍ୟସଭାରେ ଏହି ବିଲ୍ ଉପସ୍ଥାପିତ ହୋଇଛି ।

ତେବେ ରାଜ୍ୟସଭାରେ ୱାକଫ୍ ବିଲକୁ ବିରୋଧ କରିଛି ବିଜେଡି । ଏହି ଆଲୋଚନାରେ ଭାଗ ନନେଇ ବିରୋଧ କରିଛନ୍ତି ମୁନା ଖାନ । ସେ କହିଛନ୍ତି ଯେ, 'ୱାକଫ୍ ସମ୍ପତ୍ତି ସୁରକ୍ଷା ରହିବା ନେଇ ମନ୍ତ୍ରୀ ସ୍ପଷ୍ଟ କରନ୍ତୁ ।' ଅନ୍ୟପଟେ ବିଜେଡି ସହ ଆରଜେଡି ଓ ୱାଇଏସଆରସିପି ମଧ୍ୟ ଏହି ୱାକଫ୍ ସଂଶୋଧନ ବିଲ୍ କୁ ବିରୋଧ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+