ପ୍ରସାର ଭାରତୀର ସ୍ପଷ୍ଟୀକରଣ: ବନ୍ଦ ହେବ ନାହିଁ କଲାବୁରାଗି ଦୂରଦର୍ଶନ କେନ୍ଦ୍ର

ନୂଆଦିଲ୍ଲୀ: କର୍ଣ୍ଣାଟକର କଲାବୁରାଗିରେ ଥିବା ଆଂଚଳିକ ଦୁରଦର୍ଶନ କେନ୍ଦ୍ର ବନ୍ଦ କରିବା ନେଇ ପ୍ରକାଶିକ ଖବରରେ ନୂଆ ତଥ୍ୟ ସାମନାକୁ ଆସିଛି । କାଲାବୁର୍ଗି ଦୁରଦର୍ଶନ କେନ୍ଦ୍ର ବନ୍ଦ ହେବ ନାହିଁ ବୋଲି ପ୍ରସାର ଭାରତୀ ପକ୍ଷରୁ ସ୍ପଷ୍ଟି କରଣ ଦିଆଯାଇଛି । ପ୍ରସାର ଭାରତୀର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶଶି ଶେଖର ସ୍ପଷ୍ଟିକରଣ ଦେଇଛନ୍ତି ।

kalaburagi

କେତେକ ମିଡିଆରେ କଲାବୁରାଗି କେନ୍ଦ୍ର ବନ୍ଦ ହେଉଛି ବୋଲି ଖବର ପ୍ରକାଶ ପାଇବା ପରେ କର୍ଣ୍ଣାଟକର କଳାପ୍ରେମୀମାନେ ଏଥିରେ ଅସନ୍ତୋଷ ପ୍ରକାଶ କରିଥିଲେ ।

ଦୂରଦର୍ଶନ କେନ୍ଦ୍ର ଆନାଲଗ୍ ଟ୍ରାନ୍ସମିଟର ବଦଳରେ ଡିଜିଟାଲ୍ ଟ୍ରାନ୍ସମିଟରକୁ ପରିବର୍ତନ କରାଯିବ ବୋଲି ପ୍ରସାର ଭାରତୀ ପକ୍ଷରୁ କୁହାଯାଇଛି । ଏଥିସହିତ ଏହି ଆଂଚଳିକ କେନ୍ଦ୍ର ପକ୍ଷରୁ ଶିକ୍ଷା ସମ୍ବନ୍ଧୀତ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯିବାକୁ କେତେକ ବିଶ୍ୱ ବିଦ୍ୟାଳୟ ସହିତ କେନ୍ଦ୍ର ଅନୁବନ୍ଧିତ ହେବ ବୋଲି ମଧ୍ୟ କହିଛି ପ୍ରସାର ଭାରତୀ । ସୂଚନାଯୋଗ୍ୟ ଯେ, କଲାବୁରାଗି ଆଂଚଳିକ କେନ୍ଦ୍ର ପକ୍ଷରୁ ସପ୍ତାହରେ ଥରେ ସାଂସ୍କୃତିକ ତଥା ଅନ୍ୟାନ୍ୟ କାର୍ଯ୍ୟକ୍ରମ ପସ୍ତୁତ ହୋଇ 'ଡିଡି-ଚନ୍ଦନ'ରେ ପ୍ରସାରିତ ହେଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+