ଏୟାର ଟ୍ରାଫିକ କଣ୍ଟ୍ରୋଲ ନିଯୁକ୍ତି ପାଇଁ ୩୦୯ ପଦବୀ ଖାଲି ପଡିଛି , ଜାଣନ୍ତୁ କିପରି କରିବେ ଆବେଦନ

ଯଦି ଆପଣ ସାଇନ୍ସ କୋର୍ସ କରି ଚାକିରି ପାଇଁ ଅପେକ୍ଷା କରି ରହିଛନ୍ତି ତେବେ ଆପଣଙ୍କ ପାଇଁ ଖୁସି ଖବର । ଏୟାର ଟ୍ରାଫିକ କଣ୍ଟ୍ରୋଲ (ଜୁନିଅର ଏକ୍ସଜିକ୍ୟୁଟିଭ) ନିଯୁକ୍ତି ପାଇଁ ଏୟାରପୋର୍ଟ ଅଥରିଟି ଅଫ ଇଣ୍ଡିଆ(AAI)୩୦୯ ପଦବୀ ଭର୍ତ୍ତିର ଘୋଷଣା କରିଛନ୍ତି । ଆବେଦନ ପ୍ରକ୍ରିୟା ୨୫ ଏପ୍ରିଲରୁ ୨୫ ମେ ପର୍ଯ୍ୟନ୍ତ ଚାଲୁରହିବ ।
ଅଧିକ ବିବରଣୀ ପାଇଁ AAI ର ଅଫିସିଆଲ୍ ୱେବସାଇଟକୁ ଯାଇ ଚେକ୍ କରିପାରିବେ ।

ପଦବୀ ବିବରଣୀ:୩୦୯
ଅଣସଂରକ୍ଷିତ ବର୍ଗ -୧୨୫
EWS -୩୦
ଓବିସି -୭୨
ଏସସି -୫୫
ଏସଟି -୨୭

There are 309 vacancies for Air Traffic Control recruitment know how to apply

ଶିକ୍ଷାଗତ ଯୋଗ୍ୟତା : ମାନ୍ୟତାପ୍ରାପ୍ତ କଲେଜରୁ B.SC ବ୍ୟତୀତ B.TECH/B.E ର ସାର୍ଟିଫିକେଟ ହାସଲ କରିଥିବା ଆବଶ୍ୟକ ।

ବୟସ ସୀମା : ଅବେଦନକାରୀ ବୟସ ସୀମା ୨୭ ବର୍ଷରୁ କମ୍ ହୋଇଥିବା ଜରୁରୀ। ଅଣସଂରକ୍ଷିତ ପ୍ରାର୍ଥୀଙ୍କ ପାଇଁ ସରକାର ନିୟମଅନୁଯାୟୀ ବୟସ ସୀମା ଛାଡ କରାଯାଇଛି ।

ଆବେଦନ ତାରିଖ : ୨୫ଏପ୍ରିଲରୁ ୨୫ମେ ପର୍ଯ୍ୟନ୍ତ ଆବେଦନ ପ୍ରକ୍ରିୟା ଚାଲୁ ରହିବ ।

ଆବେଦନ ଶୁଳ୍କ : ଜେନେରାଲ,OBC, EWS ପ୍ରାର୍ଥୀଙ୍କ ପାଇଁ ୧୦୦୦ଟଙ୍କା ଶୁଳ୍କ ଧାର୍ଯ୍ୟ କରାଯାଇଛି । SC, ST, PWBD ପ୍ରାର୍ଥୀଙ୍କ ପାଇଁ କୌଣସି ଶୁଳ୍କ ଧାର୍ଯ୍ୟ କରାଯାଇନାହିଁ ।

ଆବେଦନ ପ୍ରକ୍ରିୟା :
ପ୍ରଥମେ AAI ର ଅଫିସିଆଲ୍ ପେଜକୁ ଯାଆନ୍ତୁ ।

ସେଠାରେ ଥିବା ରେଜିଷ୍ଟ୍ରେସନ ଲିଙ୍କରେ କ୍ଲିକ୍ କରନ୍ତୁ ।

ଜରୁରୀ ଡକ୍ୟୁମେଣ୍ଟ ଦେଇ ଫର୍ମ ପୂରଣ କରନ୍ତୁ ।

ଶେଷରେ ଆବେଦନ ଶୁଳ୍କ ଦେଇ ଫର୍ମର ପ୍ରିଣ୍ଟ ଆଉଟ କାଢି ସତର୍କତାର ସହ ରଖନ୍ତୁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+