ଆପଣଙ୍କ ଚୁଟି ଝଡ଼ିବାକୁ ନେଇ ଚିନ୍ତିତ କି? ଏହି ଭିଟାମିନ୍ ବ୍ୟବହାର କରନ୍ତୁ ଦେଖିବେ କେଶ...

ନାରୀର ସୌନ୍ଦର୍ଯ୍ୟର ପ୍ରତୀକ ହେଉଛି ଳେଶ । ସବୁ ନାରୀ ଚାହାଁରି ତାଙ୍କ କେଶ ଲମ୍ବା ହେଉ ଉତ୍କଳ ହେଉ ଗାଡ୍ କଳା ରଂଗ ଧାରଣ କରୁ । କିନ୍ତୁ ପରିବେଶ ଜଳବାୟୁ, ଖାଦ୍ୟ ପେୟ କିମ୍ବା ରାସାୟନିକ ତୈଳ, ସାବୁନର ବ୍ୟବହାର ଦ୍ୱାରା କେଶରେ କ୍ଷତି ପହଞ୍ଚିଥାଏ। ଆପଣ ଜାଣିଥିବେ କେଶ ବି ଶରୀରର ଅଂଗମାନଙ୍କ ମଧ୍ୟରୁ ଅନ୍ୟତମ ।

ତେଣୁ କେଶକୁ ଉଜ୍ୱଳ ସୌନ୍ଦର୍ଯ୍ୟ କରିବାକୁ ହେଲେ କଥା ପ୍ରତି ଗୁରୁତ୍ୱାରୋପ କରିବାକୁ ହେବ । ଆପଣ ଯଦି ଭିଟାମିନ୍ - ଏ ଯୁକ୍ତ ଖାଦ୍ୟ ଖାଉଛନ୍ତି ତେବେ କେଶମୂଳ ଧାରଣ କରିଥିବା ଥଳି ଯାଏ ଏହି ଭିଟାମିନ୍ ପହଞ୍ଚିପାରିବାର କ୍ଷମତା ରହିଛି। ଭିଟାମିନ୍‌- ଏ ସେଲ୍ ବୃଦ୍ଧିରେ ସହାୟ ହୋଇଥାଏ। ଯାହା ଫଳରେ ସିଧାସଳଖ ଭାବେ କେଶର ବୃଦ୍ଧି ଘଟିଥାଏ । ଭିଟାମିନ୍ -ଏ ର ଅଭାବ ଫଳରେ କେଶ ଝଡିବା ଭଳି ଗୁରୁତର ସମସ୍ୟା ଦେଖାଯାଇଥାଏ । ଯାହାକି ଆଜିର ସମୟରେ ନାରୀ ଓ ପୁରୁଷଙ୍କ କ୍ଷେତ୍ରରେ ପରିଲକ୍ଷିତ ହେଉଛି।

Hair Loss

ଏଥିପାଇଁ ସାବଧାନତା ଅବଲମ୍ବନ କରିବା ନିତ୍ୟାନ୍ତ ଗୁରୁତ୍ୱପୂର୍ଣ ଅଟେ । ତେଣୁ ଭିଟାମିନ୍ -ଏ ଜାତୀୟ ଖାଦ୍ୟ ଆବଶ୍ୟକ ପରିମାଣରେ ଖାଇଲେ ଏହି ସମସ୍ୟା ଦୂର କରାଯାଇ ପାରିବ । ଶାଗ, ବନ୍ଧାକୋବି, ଅଣ୍ଡା, କ୍ଷୀର, ବସା ଦହି, କଡ୍ ମାଛର ତେଲରେ ବିପୁଳ ପରିମାଣର ଭିଟାମିନ୍ -ଏ ଥିବାରୁ ଏହି ସବୁକୁ ଖାଦ୍ୟ ରୂପେ ଗ୍ରହଣ କରାଯିବା ଆବଶ୍ୟକ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+