Get Updates
Get notified of breaking news, exclusive insights, and must-see stories!

ରେଳ ବିଭାଗଏସବୁ ରେଳ ଷ୍ଟେସନରେ ମିଳିବନି ପ୍ଲାଟଫର୍ମ ଟିକେଟ୍‌, ନେଲା ବଡ ନିଷ୍ପତ୍ତି , ଜାଣନ୍ତୁ କାହିଁକି?

କେନ୍ଦ୍ରୀୟ ରେଳପଥର ଛତ୍ରପତି ଶିବାଜୀ ଟର୍ମିନସ୍, ଦାଦର, ଥାଣେ, ନାଗପୁର, ଲୋକମାନ୍ୟ ତିଲକ ଟର୍ମିନସ୍, କଲ୍ୟାଣ, ପୁଣେ ସମେତ ଅନେକ ଷ୍ଟେସନରେ ପ୍ଲାଟଫର୍ମ ଟିକେଟ ବିକ୍ରି ଉପରେ ସାମୟିକ ପ୍ରତିବନ୍ଧକ ଲଗାଇଛି ରେଲଓ୍ବେ। ପ୍ଲାଟଫର୍ମ ପରିସରରେ ଭିଡ଼ ନିୟନ୍ତ୍ରଣ ଏବଂ ଷ୍ଟେସନ ପରିସର ମଧ୍ୟରେ ଯାତ୍ରୀମାନଙ୍କର ସୁଗମ ଯାତାୟତ ପାଇଁ ରେଲଓ୍ବେ ଏହି ନିଷ୍ପତ୍ତି ନେଇଛି ।

The railway department

ରେଲଓ୍ବେ ଅଧିକାରୀଙ୍କ କହିବାନୁସାରେ, ଦୀପାବଳି ଏବଂ ଛଠ୍‌ ପୂଜା ପାଇଁ ନଭେମ୍ବର ୮ ତାରିଖ ପର୍ଯ୍ୟନ୍ତ ପ୍ଲାଟଫର୍ମ ଟିକେଟ୍ ବିକ୍ରି ଉପରେ ପ୍ରତିବନ୍ଧକ ବଳବତ୍ତର ରହିବ। ତେବେ ବରିଷ୍ଠ ନାଗରିକ ଏବଂ ଚିକିତ୍ସା ଆବଶ୍ୟକ ଥିବା ଲୋକମାନଙ୍କ ପାଇଁ ଏହି ପ୍ରତିବନ୍ଧକ କୋହଳ ରହିବ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+