ଓଡ଼ିଶା ଉପରେ ଏଭଳି କଛି କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂଦରେ ରାଷ୍ଟ୍ରପତିଙ୍କ ସମ୍ବୋଧନରେ ଧନ୍ୟବାଦ ଅର୍ପଣ ଉପରେ ଆଲୋଚନା ଆରମ୍ଭ କରିଛନ୍ତି । ପ୍ରଧାନମନ୍ତ୍ରୀ ଭାଷଣ ଆରମ୍ଭ କରିବା ମାତ୍ରେ ଲୋକ ସଭାରେ ବିରୋଧୀ ନେତା ହଙ୍ଗାମା କରିଛନ୍ତି । ମୋଦି ଭାଷଣ ଦେବାବେଳେ ବହୁ ବିରୋଧୀ ଏମପି ନିଜ ଆସନରେ ଠିଆ ହୋଇ ସ୍ଲୋଗାନ ଦେଇଥିଲେ । ମୋଦି କହିଛନ୍ତି, ଲୋକ ସଭା ନିର୍ବାଚନ ସହ ଆମେ ୪ ରାଜ୍ୟର ବିଧାନସଭା ନିର୍ବାଚନରେ ପ୍ରଚଣ୍ଡ ବିଜୟ ହାସଲ କରିଛୁ ।

Narendra modi

ଏନଡିଏ ଏହି ୪ରାଜ୍ୟରେ ଅଦ୍ଭୁତପୂର୍ବ ବିଜୟ ହାସଲ କରିଛୁ । ମହାପ୍ରଭୁ ଜଗନ୍ନାଥଙ୍କ ମାଟି ଓଡ଼ିଶାରେ ଆମକୁ ଭରପୂର ଆଶୀର୍ବାଦ ମିଳିଛି । ଏନେଇ ପ୍ରଧାନମନ୍ତ୍ରୀ ମୋଦି କଂଗ୍ରେସକୁ ତାତ୍ସଲ୍ୟ କରି କହିଛନ୍ତି, ସହଯୋଗୀଙ୍କ ରକ୍ତମାଂସ ଖାଇ କଂଗ୍ରେସ ବଞ୍ଚିରହୁଛି । ୨୦୨୪ କଂଗ୍ରେସ 'ପରଜୀବୀ କଂଗ୍ରେସ' ଭଳି ରହିବ । ଯାହା କେବଳ ମେଣ୍ଟ ଉପରେ ବଞ୍ଚିବ । ଅ।।ଉ ଯାହା ସହ ମେଣ୍ଟ କରେ ତା ଭୋଟ୍ ଖାଇଯାଏ । ଯେଉଁଠି ଏକୁଟିଆ ସେଠି କଂଗ୍ରେସ ଭୋଟ ହାର ୨୬% । ଯେଉଁଠି ଜୁନିଅର ପାର୍ଟନର ଥିଲେ, ସେଠି ହାର ୫୦% ହାର ଭୋଟ ଗ୍ରହଣ କରିଛି ବୋଲି କହିଛନ୍ତି ମୋଦି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+