ଦିଲ୍ଲୀର କର୍ତ୍ତବ୍ୟ ପଥରେ ପତାକା ଉତ୍ତୋଳନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ: ଆଜି ସାରା ଦେଶ ପାଳୁଛି ୭୫ତମ ସାଧାରଣତନ୍ତ୍ର ଦିବସ । ଦିଲ୍ଲୀର କର୍ତ୍ତବ୍ୟ ପଥରେ ପତାକା ଉତ୍ତୋଳନ କରିଚନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଚଳିତ ବର୍ଷ ଗଣତନ୍ତ୍ର ଦିବସର ମୁଖ୍ୟ ଅତିଥି ରହିଛନ୍ତି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରୋନ୍ । ରାଷ୍ଟ୍ରପତିଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ ପରେ ଆରମ୍ଭ ହୋିଛି ୭୫ତମ ଗଣତନ୍ତ୍ର ଦିବସର ପ୍ୟାରେଡ ।

Republic Day

କର୍ତ୍ତବ୍ୟ ପଥରେ ପ୍ୟାରେଡ ୧୧୨ ବାଦ୍ୟଯନ୍ତ୍ର ସହିତ କଳାକାରମାନଙ୍କ ଦ୍ୱାରା ଆରମ୍ଭ ହୋଇଛି । ଏହାପରେ ଏମଆଇ-୧୭ ହେଲିକପ୍ଟର ତାର ଶକ୍ତି ପ୍ରଦର୍ଶନ କରିଥିଲା । ଜାତୀୟ ପତାକା ସହ ନୌସେନା, ସ୍ଥଳ ସେନା ଓ ବାୟୁ ସେନାର ପତାକା ଉଡ଼ାଇ କର୍ତ୍ତବ୍ୟ ପଥର ଆକାଶରେ ଶକ୍ତି ଦେଖାଇଥିଲା । ଏହାପରେ ଅନ୍ୟ ପ୍ୟାରେଡ ଜାରି ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+