ଘୋଷଣା ହେଲା ପଦ୍ମ ପୁରସ୍କାର: ଜାଣନ୍ତୁ, ତାଲିକାରେ ରହିିଛି କାହାର କାହାର ନାମ ?
ଘୋଷଣା ହେଲା ପଦ୍ମ ପୁରସ୍କାର । ଦେଶର ୨୫ ଜଣଙ୍କୁ ମିଳିବ ଏହି ସମ୍ମାନ । ORS ପାୟୋନିୟର ଦିଲ୍ଲୀପ ମହାଲାନାବିସ ପାଇବେ ପଦ୍ମ ବିଭୂଷଣ ସମ୍ମାନ ।
ନୂଆଦିଲ୍ଲୀ: ଘୋଷଣା ହେଲା ପଦ୍ମ ପୁରସ୍କାର । ଦେଶର ୨୫ ଜଣଙ୍କୁ ମିଳିବ ଏହି ସମ୍ମାନ । ORS ପାୟୋନିୟର ଦିଲ୍ଲୀପ ମହାଲାନାବିସ ପାଇବେ ପଦ୍ମ ବିଭୂଷଣ ସମ୍ମାନ । ସେ (Oral Rehydration Solution)ORS ଫର୍ମୁଲା ଆବିସ୍କାର କରିବାରେ ତାଙ୍କର ବଡ଼ ଭୁମିକା ଥିଲା । ତାଙ୍କୁ ଏହି ପୁରସ୍କାର ମରଣୋତର ମିଳିବ । ଗତ ବର୍ଷ ଅକ୍ଟୋବର ମାସରେ ତାଙ୍କର ଦେହାନ୍ତ ହୋଇଥିଲା ।

ସେହିପରି ପଦ୍ମଶ୍ରୀ ତାଲିକାରେ ରହିଛନ୍ତି ସମାଜସେବୀ ହୀରାବାଈ ଲୋବି । ମେଡିସନରେ ଆଣ୍ଡାମାନର ଅବସରପ୍ରାପ୍ତ ଡାକ୍ତର ରତନ ଚନ୍ଦ୍ର କରଙ୍କୁ ମିଳିବ ପଦ୍ମଶ୍ରୀ ପୁରସ୍କାର । ସେହିପରି ଭାଷାବିତ ଜାନୁମ ସିଂ ସିଏସଙ୍କୁ ମିଳିବ ପଦ୍ମଶ୍ରୀ । ହୋ ଭାଷାର ପ୍ରଚାର ପ୍ରସାର ପାଇଁ ଦିଆଯିବ ଏହି ସମ୍ମାନ । ତୁଳାରାମ, ନେକରାମ ଶର୍ମା, ଘନିରାମଙ୍କୁ ପଦ୍ମ ସମ୍ମାନରେ ସମ୍ମାନୀତି କରାଯିବ ।












Click it and Unblock the Notifications