Get Updates
Get notified of breaking news, exclusive insights, and must-see stories!

'ମହାକୁମ୍ଭ ସନାତନ ଧର୍ମର ଆୟୋଜନ ଏହା କୌଣସି ସରକାରର ଆୟୋଜନ ନୁହେଁ'

ମହାକୁମ୍ଭ ନେଇ ବିରୋଧୀଙ୍କ ଉପରେ ବର୍ଷିଲେ ଯୋଗୀ । ବଜେଟ ଅଧିବେଶନରେ ଯୋଗ ଦେଇ ଯୋଗୀ ମହାକୁମ୍ଭକୁ ନେଇ ଅପପ୍ରଚାର କରୁଥିବା ବିରୋଧୀ ଗୋଷ୍ଠୀଙ୍କ ଉପରେ ସିଧା ସଳଖ ନିଶାନା କରିଛନ୍ତି । ସପା ସହ ମମତା ବାନାର୍ଜୀ, ଲାଲୁ ପ୍ରସାଦ ଯାଦବ ଏବଂ ମଲ୍ଲିକାର୍ଜୁନ ଖଡଗେଙ୍କୁ ମଧ୍ୟ ଟାର୍ଗେଟ୍ କରିଛନ୍ତି । ତେବେ ମହାକୁମ୍ଭକୁ ପ୍ରଥମ ଦିନରୁ ହିଁ ବିରୋଧ କରି ଆସୁଛନ୍ତି ସମାଜବାଦୀ ପାର୍ଟିର ସଦସ୍ୟ । ଏଯାଏଁ ୫୬ କୋଟିରୁ ଅଧିକ ଶ୍ରଦ୍ଧାଳୁ ପ୍ରୟାଗରାଜର ତ୍ରିବେଣୀ ସଙ୍ଗମରେ ବୁଡ ପକାଇ ସାରିଥିବା ବେଳେ ଏଭଳି ଅବିସ୍ମରଣୀୟ ମୁହୂର୍ତ୍ତକୁ ନେଇ ଅପପ୍ରଚାରରେ ମାତିଛନ୍ତି ବିରୋଧୀ ।

Mahakumbh Sanatana Dharma

ଯେଉଁ ଜଳରେ ଭକ୍ତ ଏବଂ ସାଧୁ ସନ୍ଥ ପବିତ୍ର ବୁଡ ପକାଉଛନ୍ତି ସେହି ଜଳ ସ୍ନାନ ପାଇଁ ଯୋଗ୍ୟ ବୋଲି ଶ୍ରଦ୍ଧାଳୁ କହୁଥିବା ବେଳେ ବିରୋଧୀ କିନ୍ତୁ ଏହି ଜଳରେ ମାନବ ମଳ ମିଶୁଥିବାରୁ ଏହା ସ୍ନାନ ଉପଯୋଗୀ ନୁହେଁ କହି ଗୁଜବ କରୁଥିବା ଯୋଗୀ କହିଛନ୍ତି । ମହାକୁମ୍ଭ ସନାତନ ଧର୍ମର ଆୟୋଜନ ଏହା କୌଣସି ସରକାରର ଆୟୋଜନ ନୁହେଁ । ମହାକୁମ୍ଭକୁ ନେଇ ଅପପ୍ରଚାର ସନାତନ ଧର୍ମର ଅପମାନ ସହ ସମାନ, ଏହାକୁ ନେଇ ରାଜନୀତି ନକରାଯାଉ ବୋଲି କହିଛନ୍ତି ଯୋଗୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+