ସଂଖ୍ୟାଗରିଷ୍ଠତା ହାସଲ କଲେ ନାୟବ ସରକାର, ମିଳିଲା ୪୮ ବିଧାୟକଙ୍କ ସମର୍ଥନ

ହରିଆଣାର ସରକାର ଗଢିବେ ନାୟବ ସିଂ । ଆଜି ଶକ୍ତି ପରୀକ୍ଷାରେ ପାସ୍‌ ହେଲେ ନାୟବ ସରକାର। ବିଧାନସଭାରେ ହରିଆଣାର ନୂଆ ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନି ସଂଖ୍ୟାଗରିଷ୍ଠତା ହାସଲ କରିଛନ୍ତି। ଧ୍ୱନି ମତରେ ତାଙ୍କ ବିଶ୍ୱାସ ପ୍ରସ୍ତାବ ପାସ୍‌ ହୋଇଛି ।

Nayan Singh

ହରିଆଣା ବିଧାନସଭାରେ ସଂଖ୍ୟାଗରିଷ୍ଠତା ପାଇଁ ୪୬ ବିଧାୟକଙ୍କ ସମର୍ଥନ ଲୋଡା ଥିବା ବେଳେ ବିଜେପିକୁ ୪୮ ବିଧାୟକଙ୍କ ସମର୍ଥନ ମିଳିଛି। ଏଥିମଧ୍ୟରୁ ବିଜେପିର ୪୧ ଜଣ ବିଧାୟକ ଥିବା ବେଳେ ୬ ଜଣ ସ୍ୱାଧୀନ ବିଧଶୟକ ଓ ହରିଆଣାର ଲୋକହିତ ପାର୍ଟିର ଏକମାତ୍ର ବିଧଶୟକ ଗୋପାଳ କାଣ୍ଡଙ୍କ ସମର୍ଥନ ମିଳିଛି।

ଫ୍ଲୋର ଟେଷ୍ଟରେ ବିଜେପିକୁ ଝଟକା ଦେବାକୁ ପ୍ରସ୍ତୁତି କରିଥିଲା ଜେଜେପି । ଏପରିକି ଫ୍ଲୋର ଟେଷ୍ଟରୁ ଦୂରେଇ ରହିବାକୁ ନିଜ ବିଧାୟକଙ୍କୁ ହ୍ୱିପ୍ ଜାରି କରିଥିଲା ଜେଜେପି । ଏହାସହ ହିସାରରେ ଦ୍ୟୁଷନ୍ତ କରୁଥିବା ନବ ସଂକଳ୍ପ ରାଲିରେ ସାମିଲ ହେବାକୁ ସବୁ ବିଧାୟକଙ୍କୁ କୁହାଯାଇଥିଲା। କିନ୍ତୁ ଏହି ରାଲିରେ ଜେଜେପିର ୫ ବିଧାୟକ ଅନୁପସ୍ଥିତ ରହିଥିବା ବେଳେ ଏମାନଙ୍କ ମଧ୍ୟରୁ ୪ ବିଧାୟକ ବିଧାନସଭାରେ ପହଞ୍ଚିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+