ରାମ ମନ୍ଦିରରେ ଲାଗିଲା ପ୍ରଥମ ସୁନା କବାଟ
ନୂଆଦିଲ୍ଲୀ : ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ନିର୍ମାଣାଧୀନ ଥିବା ଭବ୍ୟ ରାମ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ। ରାମ ଲଲାଙ୍କ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା କରାଯିବ । ଏଥିପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ସୂଚନା ଅନୁଯାୟୀ, ଆସନ୍ତା ତିନି ଦିନ ମଧ୍ୟରେ ଆହୁରି 13 ଟି କବାଟ ସ୍ଥାପନ କରାଯିବ। ରାମ ମନ୍ଦିରରେ ସ୍ଥାପିତ ଏହି ପ୍ରଥମ ଦ୍ୱାରର କବାଟ ହଜାରେ କିଲୋ ମୂଲ୍ୟର ସୁନାରେ ତିଆରି ହୋଇଛି।

ଗତକାଲି ଅଯୋଧ୍ୟାରେ ପହଞ୍ଚିଥିଲା ଧ୍ୱଜଦଣ୍ଡ। ଅହମଦାବାଦ ଗୋଟାରୁ ୭ଟି ଧ୍ୱଜଦଣ୍ଡ ଆସିଛି। ଗୋଟିଏ ଧ୍ୱଜଦଣ୍ଡ ୪୪ ଫୁଟର ହୋଇଥିବା ବେଳେ ବାକି ୬ଟି ଧ୍ୱଜଦଣ୍ଡ ୨୦ ଫୁଟ୍ ଲେଖାଏ ରହିଛି । ୪୪ ଫୁଟର ଧ୍ୱଜଦଣ୍ଡକୁ ଶିଖର ଧ୍ୱଜଦଣ୍ଡ ବୋଲି କୁହାଯାଉଛି। ଶ୍ରୀରାମ ମନ୍ଦିର ଚୂଡ଼ାରେ ଲାଗି












Click it and Unblock the Notifications