Get Updates
Get notified of breaking news, exclusive insights, and must-see stories!

ନୂଆବର୍ଷ ପୂର୍ବରୁ ସରକାରଙ୍କ ଭେଟି:ଶସ୍ତା ହେଲା କମର୍ସିଆଲ ଗ୍ୟାସ୍ ସିଲିଣ୍ତର

ନୂଆଦିଲ୍ଲୀ: ନୂଆବର୍ଷ ପୂର୍ବରୁ ଉପଭଓକ୍ତାଙ୍କୁ କେନ୍ଦ୍ର ସରକାରଙ୍କ ଭେଟି । କେନ୍ଦ୍ର ସରକାର ୧୯ କେଜି ଏଲପିଜି ସିଲିଣ୍ତରର ମୂଲ୍ୟ ହ୍ରସ କରିଛନ୍ତି । ଅଏଲ ମାର୍କେଟିଂ କମ୍ପାନୀ କମର୍ସିଆଲ ଦାମ ୩୯.୫୦ ଟଙ୍କା ଶସ୍ତା ହୋଇଛି । ନୂଆ ଦର ଆଜିଠାରୁ ଅର୍ଥାତ୍ ଡିସେମ୍ବର ୨୨ ତାରିଖରୁ ଲାଗୁ ହେବା ସହ ଦେଶର ରାଜଧାନୀ ଦିଲ୍ଲୀରେ ୧୯ କେଜି କମର୍ସିଆଲ ସିଲିଣ୍ତରର ୧୭୫୭.୫୦ ଟଙ୍କାରେ ମିଳିବ । ଗୁରୁତ୍ୱପୂର୍ଣ୍ଣ କଥା ହେଲାଯେ, ଘରୋଇ ସିଲିଣ୍ତର ଦାମରେ ବର୍ତ୍ତମାନ କୌଣସି ପରିବର୍ତ୍ତନ ହେବ ନାହିଁ ।

commercial rate
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+