Get Updates
Get notified of breaking news, exclusive insights, and must-see stories!

ଏଲପିଜି ନିୟମକୁ ସଂଶୋଧନ କଲେ କେନ୍ଦ୍ର ସରକାର, ଏଣିକି ପିଏନ୍‌ଜି ସଂଯୋଗ ଥିଲେ ମିଳିବ ନାହିଁ ଏଲ୍‌ପିଜି

ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନରେ ବଡ଼ ପରିବର୍ତ୍ତନ । ଏଲପିଜି ନିୟମକୁ ସଂଶୋଧନ କଲେ କେନ୍ଦ୍ର ସରକାର । ପିଏନ୍‌ଜି ସଂଯୋଗ ଥିଲେ ମିଳିବ ନାହିଁ ଏଲ୍‌ପିଜି। ଗେଜେଟ୍ ବିଜ୍ଞପ୍ତି ଜାରି କଲେ ପେଟ୍ରୋଲିୟମ୍ ମନ୍ତ୍ରାଳୟ । ପିଏନ୍‌ଜି-ଏଲ୍‌ପିଜି ଉଭୟ ଥିଲେ ଏଲ୍‌ପିଜି ଫେରାଇବାକୁ ହେବ ।

LPG
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+