ସରକାରଙ୍କ ବଡ ନିଷ୍ପତ୍ତି, ବଦଳାଇଲେ ସ୍କୁଲ ଆସିବା ପିଲାଙ୍କ ସମୟ

ବଦଳିଲା ସ୍କୁଲ ଆସିବା ସମୟ। ଏଣିକି ସକାଳୁ ଶୀଘ୍ର ସ୍କୁଲ ଆସିିବେ ଛାତ୍ରୀଛାତ୍ର । ସ୍କୁଲ ପିଲାଙ୍କ ସ୍କୁଲ ଆସିବା ସମୟକୁ ବଦଳାଇଦେଇଛନ୍ତି ରାଜ୍ୟ ସରକାର । ଶିକ୍ଷା ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ଜାରି କରାଯାଇଛି । ଯେଉଁଥିରେ ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟର ସମୟ ବଦଳାଇଦିଆଯାଇଛି ।

bihar

ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ କହ୍ନେୟା ପ୍ରସାଦ ଶ୍ରୀବାସ୍ତବଙ୍କ ଦ୍ୱାରା ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ପୂର୍ବରୁ ସ୍କୁଲ ସକାଳ ୯ଟା ୩୦ରୁ ଆରମ୍ଭ ହୋଇ ଅପରାହ୍ନଣ ୩.୩୦ରେ ଶେଷ ହେଉଥିଲା । ବର୍ତ୍ତମାନ ଏହା ସକାଳ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ନଣ ଚାରିଟା ବେଳେ ଶେଷ ହେବ ।

ବିଦ୍ୟାଳୟରେ ପ୍ରଥମ ଘଣ୍ଟି ପୂର୍ବରୁ ପ୍ରାର୍ଥନା, ବ୍ୟାୟାମ ଏବଂ ଯୋଗ କାର୍ଯ୍ୟସୂଚୀ ରହିବ। ତେବେ ଏସବୁ ନିୟମ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନିର୍ଦ୍ଦେଶରେ ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟର ସମୟ ବଦଳିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+