ମାଓବାଦୀଙ୍କ ବର୍ବର କାଣ୍ଡ, ଘରେ ପଶି ହାଣିଲେ ଯୁବକଙ୍କୁ

ଛତିଶଗଡ ବିଜାପୁରରେ ମାଓବାଦୀଙ୍କ ବର୍ବର କାଣ୍ଡ । ପୁଲିସ ଇନଫର୍ମର ସନ୍ଦେହରେ ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି । ଘରେ ପଶି ଯୁବକଙ୍କୁ ହାଣି ହତ୍ୟା କରିଛନ୍ତି ମାଓବାଦୀ । ଟଙ୍ଗିଆ ସାହାଯ୍ୟରେ ଯୁବକଙ୍କୁ ହାଣି ହତ୍ୟା କରାଯାଇଛି ।

Maoist

ସୂଚନା ଆଧାରରେ, ଘଟଣାଟି ଘଟିଛି ଛତିଶଗଡ ବିଜାପୁରର ଭୈରବମଡ ଥାନା କେଶମୁଣ୍ଡା ଗାଁରେ । ମାଓବାଦୀଙ୍କ ଦ୍ୱାରା ହତ୍ୟା କରଯାଇଥିବା ଯୁବକଙ୍କ ବୟସ ହେଉଛି ୪୧ ବର୍ଷ । ମାଓବାଦୀଙ୍କ ବିରୋଧରେ ସେ ପୋଲିୟକୁ ସୂଚନା ଦେଉଥିବା ନେଇ ମାଓବାଦୀଙ୍କୁ ଖବର ମିଳିଛିଲେ । ଯହାକୁ ନେଇ ଘରେ ପଶି ଯୁବକଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ତେବେ ସତରେ ମୃତ ଯୁବକ ପୋଲିସକୁ ଖବର ଦେଉଥିଲେ କି ନାହିଁ ତାର କୌଣସି ସୂଚନା ନାହିଁ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+