ପୁଣି ଜମ୍ମୁ-କଶ୍ମୀରରେ ଆତଙ୍କୀ ହମଲା, ପୁଲିସ୍ ଟିମ ଉପରେ ଚଳାଇଲେ ଆଖିବୁଜା ଗୁଳି

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ଜମ୍ମୁ-କଶ୍ମୀର ପୁଲିସ୍ ଟିମ ଉପରେ କିଛି ଆତଙ୍କବାଦୀ ଗୁଳି ମାଡ଼ କରିଛନ୍ତି। ଜମ୍ମୁ-କଶ୍ମୀରର ରଜୌରୀ ଜିଲ୍ଲିର ଥାନା ମଣ୍ଡି ଅଞ୍ଚଳରେ ଏପରି ହମଲା ହୋଇଛି। ଆତଙ୍କବାଦୀମାନେ ପୁଲିସ୍ ଟିମ ଉପରେ ଗୁଳି ମାଡ଼ କରିବା ପରେ ସ୍ଥାନୀୟ ଜଙ୍ଗଲକୁ ଚାଲିଯାଇଛନ୍ତି।

Terrorists open fire at cops in J amp amp K s Rajouri

ତେବେ ସେମାନଙ୍କୁ ଧରିବା ପାଇଁ ପୁଲିସ୍ ଓ ଭାରତୀୟ ସେନା ପକ୍ଷରୁ ବଡ଼ଧରଣର ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ପୂରା ଅଞ୍ଚଳକୁ କର୍ଡନ କରାଯିବା ସହ ଘଟଣା ସ୍ଥଳକୁ ଅତିରିକ୍ତ ସୁରକ୍ଷାକର୍ମୀଙ୍କୁ ପଠାଯାଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+