ଜମ୍ମୁକାଶ୍ମୀର ପୁଞ୍ଚରେ ଆତଙ୍କବାଦୀଙ୍କ କ୍ୟାମ୍ପ ଧ୍ବଂସ କଲେ ଯବାନ

ଜମ୍ମୁକାଶ୍ମୀର ପୁଞ୍ଚରେ ଆତଙ୍କବାଦୀଙ୍କ କ୍ୟାମ୍ପ ଧ୍ବଂସ କଲେ ଯବାନ। ଘଟଣାସ୍ଥଳରୁ ପାକିସ୍ତାନୀ ବନ୍ଧୁକ ସହ ହାଣ୍ଡ ଗ୍ରେନେଡ୍‌ ଜବତ। ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏବେ ଜାରି ରହିଛି ସର୍ଚ୍ଚ ଅପରେଶନ।

Terrorists camps destroyed in Jammu and Kashmir by indian army

ଖାଇକୁ ଖସିଲା ସେନା ଗାଡ଼ି। ଦୁର୍ଘଟଣାଗ୍ରସ୍ତ ହେବା ପରେ ଗାଡିଟି ରାସ୍ତାରେ ଓଲଟିବା ପରେ ଖାଇକୁ ଖସି ପଡିଛି। ଏଥିରେ ଜଣେ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ସୈନିକଙ୍କ ସମେତ ୧୩ ଜଣ ଗୁରୁତର ହୋଇଛନ୍ତି। ଜମ୍ମୁ-କଶ୍ମୀରର କୁଲଗାମରେ ଘଟିଛି ଏଭଳି କିଛି ଦୁର୍ଘଟଣା।

ଜଣେ ଅଧିକାରୀଙ୍କ କହିବା ମୁତାବକ, ଶନିବାର ରାତିରେ ଏହି ଦୁର୍ଘଟଣା ଘଟିଛି। ଗୁରୁତରଙ୍କ ମଧ୍ୟରେ ୪ ଜଣ ସ୍ଥାନୀୟ ନାଗରିକ ମଧ୍ୟ ସାମିଲ ଅଛନ୍ତି। ସମସ୍ତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ସ୍ଥିର ରହିଛି।

ସେନାର ଶ୍ରୀନଗର ସ୍ଥିତ ୧୫ ତମ କୋର୍‌ ଯାହା ଚିନାର କୋର୍‌ ନାମରେ ମଧ୍ୟ ଜଣାଶୁଣା ସେ କହିଛି ଯେ, କୁଲଗାମ ଡିଏଚ୍‌ ପୋରା ଅଞ୍ଚଳରେ ଶନିବାର ରାତିରେ ଏକ ଅପରେସନ୍ ସମୟରେ ଏହି ଦୁର୍ଘଟଣା ଘଟିଛି।

ଦୁଃଖର ବିଷୟ ଯେ ଏହି ଦୁର୍ଘଟଣାରେ ଜଣେ ଯବାନ ପ୍ରାଣ ହରାଇଥିବା ବେଳେ କିଛି ସୈନିକ ଆହତ ହୋଇଥିଲେ ଯାହାକୁ ତୁରନ୍ତ ଚିକିତ୍ସା ପାଇଁ ନିଆଯାଇଥିଲା। ସମସ୍ତ ସୈନିକଙ୍କ ଅବସ୍ଥା ସ୍ଥିର ରହିଛି ବୋଲି ଚିନାର କୋର୍‌ କହିଛି

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+