ଜେଲରେ ଆତଙ୍କବାଦୀ ଆକ୍ରମଣ ନେଇ ଆଶଙ୍କା; ଆଲର୍ଟ ଜାରି ପରେ ବଢ଼ିଲା ସୁରକ୍ଷା

ଜେଲରେ ଆତଙ୍କବାଦୀ ଆକ୍ରମଣ ନେଇ ଆଶଙ୍କା ରହିଛି । ଜମ୍ମୁକାଶ୍ମୀର ଜେଲରେ ହୋଇପାରେ ଆତଙ୍କବାଦୀ ଆକ୍ରମଣ ।

ଶ୍ରୀନଗର ସେଣ୍ଟ୍ରାଲ ଜେଲ ଏବଂ କୋଟ୍ ବଲୱାଲ ଜେଲରେ ଆତଙ୍କୀ ହମଲା ନେଇ ଆଶଙ୍କା । ବିଶେଷ ସୂତ୍ରରୁ ଏହି ସୂଚନା ମିଳିବା ପରେ ଦୁଇଟି ଜେଲରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ବଢାଇ ଦିଆଯାଇଛି । ଆତଙ୍କୀ ଆକ୍ରମଣ ନେଇ ଆଲର୍ଟ ପରେ ଜାମ୍ମୁ ଜେଲରେ ସୁରକ୍ଷାକୁ ସିଆଇଏସଏଫକୁ ହସ୍ତାନ୍ତର କରାଯାଇଛି । ଆଉ ତାପରେ ସୁରକ୍ଷା ବ୍ୟବସ୍ଥା କଡାକଡି ନେଇ ସିଆଇଏସଏଫର ଟପ୍ ଅଫିସର ସମୀକ୍ଷା କରିଛନ୍ତି ।

Terrorist attack feared in jail

ସେପଟେ ଜାମ୍ମୁ ଜେଲରେ ହାଇପ୍ରୋଫାଇଲ୍ ଆତଙ୍କବାଦୀ ଏବଂ ସ୍ଲିପର ସେଲ ସଦସ୍ୟ ଅଛନ୍ତି । ଯେଉଁମାନେ ଆକ୍ରମଣରେ ସିଧାସଳଖ ସମ୍ପୃକ୍ତ ନଥିଲେ ବି ଲଜିଷ୍ଟିକ୍ ସାହାଯ୍ୟ, ଆତଙ୍କୀଙ୍କୁ ଆଶ୍ରୟ ଏବଂ ସେମାନଙ୍କ ଗତିବିଧିକୁ ସହଜ କରିଥାନ୍ତି । ଆତଙ୍କବାଦୀଙ୍କୁ ସମର୍ଥନ ଦେବା ଅଭିଯୋଗରେ ଯଦିଓ କିଛି ସ୍ଥାନୀୟ ଆତଙ୍କୀ ଜେଲରେ ଅଛନ୍ତି ତେଣୁ ସେହି ଆଶଙ୍କାରେ ଜେଲରେ ଆତଙ୍କବାଦୀମାନେ ଆକ୍ରମଣ କରିପାରନ୍ତି ବୋଲି ଆଲର୍ଟ ଜାରି କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+