ପଞ୍ଜାବରେ ଭୟଙ୍କର ସଡ଼କ ଦୁର୍ଘଟଣା, ଘଟଣାସ୍ଥଳେ ପାଞ୍ଚ ମୃତ

ପଞ୍ଜାବର ବଥିଣ୍ଡା ଜିଲ୍ଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା। ଏହି ଦୁର୍ଘଟଣରେ ଗୁଜରାଟ ପୁଲିସର ମହିଳା ଅଧିକାରୀ ଅମିତାଙ୍କ ସମେତ ପାଞ୍ଚ ଜଣଙ୍କ ଘଟଣାସ୍ଥଳେ ମୃତ୍ୟୁ ଘଟିଛି। ସେମାନେ ସମସ୍ତେ ଏକ ଫର୍ଚୁନର୍ କାରରେ ବାଥିଣ୍ଡାରୁ ଗୁଜରାଟ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା।

ସୂଚନା ଅନୁସାରେ, ଗୁଜରାଟ ପୁଲିସରେ ନିଯୁକ୍ତ ମହିଳା ଅଧିକାରୀ ଅମିତା ତାଙ୍କ ଚାରି ବନ୍ଧୁ ଅଙ୍କୁଶ, ଭାରତ, ଚେତନ ଏବଂ ସତୀଶଙ୍କ ସହ ଏକ ଫର୍ଚୁନର୍ କାରରେ ଯାତ୍ରା କରୁଥିଲେ। ଗୁରଥଡି ଗ୍ରାମ ନିକଟରେ ଗାଡିଟି ମୁଖ୍ୟ ରାଜପଥରେ ପହଞ୍ଚିବା ମାତ୍ରେ ଗାଡିଟି ଦ୍ରୁତ ଗତିରେ ନିୟନ୍ତ୍ରଣ ହରାଇ ଡିଭାଇଡରରେ ପିଟି ହୋଇଗଲା। ଧକ୍କା ଏତେ ଜୋରଦାର ଥିଲା ଯେ ଗାଡିଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଗଲା ଏବଂ ଘଟଣାସ୍ଥଳେ ପାଞ୍ଚ ଜଣଙ୍କର ମୃତ୍ୟୁ ହୋଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

road accident
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+