Bangladesh Protest: ବାଂଲାଦେଶରେ ମନ୍ଦିର ଏବଂ ହିନ୍ଦୁଙ୍କ ଉପରେ ଆକ୍ରମଣ, ଜାଳିଲେ ଇସକନ୍ ମନ୍ଦିର

Bangladesh Protest: ବାଂଲାଦେଶର ସ୍ଥିତି ଧିରେ ଧିରେ ଖରାପ ହେବାରେ ଲାଗିଛି । ଏନେଇ ସଂସଦରେ ସୂଚନା ଦେଲେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ରାଜ୍ୟସଭାରେ ଭାଷଣ ଦେବା ବେଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ମଙ୍ଗଳବାର (06 ଅଗଷ୍ଟ) କହିଛନ୍ତି ଯେ, ଆମେ ବାଂଲାଦେଶର ପ୍ରତ୍ୟେକ ସ୍ଥିତି ଉପରେ ନଜର ରଖିଛୁ । ଜାନୁଆରୀ 2024 ରେ ଅନୁଷ୍ଠିତ ନିର୍ବାଚନ ପରଠାରୁ ବାଂଲାଦେଶରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି। ଏହି କାରଣରୁ ଛାତ୍ରଛାତ୍ରୀଙ୍କ ପ୍ରଦର୍ଶନ ଜୁନ୍ ମାସରେ ଆରମ୍ଭ ହୋଇଥିଲା।

Bangladesh

ସେ ଆହୁରି କହିଛନ୍ତି, ସରକାରୀ କୋଠା ଏବଂ ଭିତ୍ତିଭୂମି ଉପରେ ଆକ୍ରମଣ ହୋଇଛି । ଜୁଲାଇ ମାସରେ ପୁରା ମାସରେ ହିଂସା ଜାରି ରହିଥିଲା । ଶାନ୍ତି ମାଧ୍ୟମରେ ସମାଧାନ ଖୋଜିବାକୁ ଆମେ ଅନୁରୋଧ କରିଥିଲୁ । ବୈଦେଶିକ ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଅନେକ ସ୍ଥାନରେ ସଂଖ୍ୟାଲଘୁ ଦୋକାନ ଏବଂ ମନ୍ଦିର ଉପରେ ଆକ୍ରମଣ କରାଯାଇଛି ଏହା ଆମ ପାଇଁ ଚିନ୍ତାର ବିଷୟ। ସମ୍ପୂର୍ଣ୍ଣ ସୂଚନା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+