ମୟୂର ତରକାରୀ କରି ଜେଲ୍ ଗଲେ ୟୁଟ୍ୟୁବର୍
Viral Video News: ଆଜିକା ତାରିଖରେ ୟୁଟ୍ୟୁବର କ୍ରେଜ୍ ବେଶ ଅଧିକ ରହିଛି । ଲାଇକ୍ କମେଣ୍ଟ ପାଇଁ ଲୋକେ କିଛି ବି କରିବା ପାଇଁ ପଛାଉ ନାହିଁନ୍ତି । ହେଲେ ବେଳେ ଏପରି କିଛି ଯାଉଛନ୍ତି ଯେଉଁଥି ପାଇଁ ଅନେକ ଲୋକଙ୍କୁ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବା ପାଇଁ ପଡୁଛି । ନିକଟରେ ଏକ ଭିଡିଓ ପାଇଁ ଜଣେ ୟୁଟ୍ୟୁବରଙ୍କୁ ଜେଲ୍ ଯିବା ପାଇଁ ପଡିଛି । ତେବେ ଚାଲନ୍ତୁ ଜାଣିବା ପୁରା ଘଟଣା ।
ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବା ପରେ ଜଣେ ୟୁଟ୍ୟୁବରଙ୍କୁ ଜେଲ୍ ଯିବା ପାଇଁ ପିଡିଛି । ତେଲେଙ୍ଗାନାର ସିରସିଲା ଅଞ୍ଚଳର ୟୁଟ୍ୟୁବର ପ୍ରଣୟ କୁମାର ମୟୂର ତରକାରୀ ପ୍ରସ୍ତୁତ କରି ଏକ ଭିଡିଓ ୟୁଟ୍ୟୁବରେ ପକାଇଥିଲେ । ଯାହା ପରେ ତାଙ୍କୁ ଅବୈଧ ଭାବେ ବନ୍ୟଜନ୍ତୁଙ୍କ ଶିକାର କରିବା ପାଇଁ ଏବଂ ଏହାକୁ ଖାଇବା ଅଭିଯୋଗରେ ବନବିଭାଗ ଗିରଫ କରିଛି । ଏହା ସହ ମୟୂର ତରକାରୀ ବନାଇଥିବା ସ୍ଥାନରେ ଚଢାଉ କରିଛି ବନ ବିଭାଗ । ଏଥିସହ ଭିଡିଓର ବୈଧତା ମଧ୍ୟ ଯାଞ୍ଚ କରୁଛି ଟିମ୍ ।

ତେବେ ଯଦି ଏହା ମୟୂର ତରକାରୀ ପ୍ରମାଣିତ ହେଉଛି ତେବେ ପ୍ରଣୟଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ତେବେ ବନ୍ୟଜନ୍ତୁ ସଂରକ୍ଷଣ ଅଧିନିୟମ ଅନୁସାରେ ପ୍ରଣୟଙ୍କୁ ଗିରଫ କରାଯାଇଛି ।
-
ଅଲୀ ଲାରିଜାନୀ ନିହତ, ଆମେରିକା-ଇସ୍ରାଏଲର ବଡ ଦାବି -
ରିଲ୍ସ ନିଶା, ବୃଦ୍ଧ ବାପାଙ୍କୁ ବସ୍ତାରେ ବାନ୍ଧି କୋରିଅର୍ରେ ପାର୍ସଲ କଲା ଝିଅ -
ଯଦି ଶାସନ ପରିବର୍ତ୍ତନ ଲକ୍ଷ୍ୟ ନୁହେଁ, ତେବେ ଉତ୍ତର କୋରିଆରେ କାହିଁକି ହୁଏ ନିର୍ବାଚନ ? ଜାଣନ୍ତୁ... -
ବିଧାନସଭାରେ ଆମ ସଂଖ୍ୟା ୯୩;ସନ୍ତୋଷ ଖଟୁଆ -
ଆଜିଠୁ ମାଟ୍ରିକ୍ ଖାତାଦେଖା, ମେରେ ରେଜଲ୍ଟ -
୧୮ ଦିନରେ ଇରାନ ଇସ୍ରାଏଲ ଓ ଆମେରିକା ଯୁଦ୍ଧ, ବନ୍ଦ ହେବାରେ ଆଶା କ୍ଷଣ -
ରେଢ଼ାଖୋଲରେରେ ଦୁର୍ଦ୍ଦାନ୍ତ ଅପରାଧୀକୁ ଏନକାଉଣ୍ଟର, ମେଡିକାଲରେ ଭର୍ତ୍ତି -
ଡମଣା ଓ ଭିଏସ୍ଏସ୍ ନଗର ହାଟ ହେବ ପ୍ଲାଷ୍ଟିକ ଫ୍ରି ମାର୍କେଟ, ଆରମ୍ଭ ହେଲେ ପ୍ରକ୍ରିୟା -
ପୁଣି SCB ମେଡିକାଲରେ ଅଘଟଣ -
ସଂସଦୀୟ କମିଟି କଲା ସୁପାରିଶ , ଇପିଏଫଓ ପେନସନ ପରିମାଣ ତିନି ଗୁଣ ବୃଦ୍ଧି କରିବାକୁ ଯାଉଛନ୍ତି ସରକାର -
ବିଧାନସଭାରେ ଅଚଳାବସ୍ଥା ଜାରି; ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବି -
ଆମେରିକାକୁ ସାହାର୍ଯ୍ୟ କରିବ ଫ୍ରାନ୍ସ, ଯୋଜନା କହିଲେ ମାକ୍ରନ












Click it and Unblock the Notifications