Get Updates
Get notified of breaking news, exclusive insights, and must-see stories!

‘ଅପରେଶନ ସିନ୍ଦୁର’କୁ ନେଇ ରେବନ୍ତ ରେଡ୍ଡୀ ରଖିଲେ ଏଭଳି ପ୍ରତିକ୍ରିୟା…

ଭାରତ ପାକିସ୍ତାନରେ ଥିବା ୯ଆତଙ୍କୀ ଠିକଣା ଉପରେ ଆକ୍ରମଣ କରି ପହଲଗାମ ଆତଙ୍କୀ ଆକ୍ରମଣର ଜବାବ ଦେଇଛି । ମଙ୍ଗଳବାର ରାତିରେ ଭାରତ ଏୟାରଷ୍ଟ୍ରାଇକ କରିଛି । ଏହି ମିଶନକୁ 'ଅପରେଶନ ସିନ୍ଦୁର'ର ନାଁ ଦିଆଯାଇଛି । ଆଉ ବର୍ତ୍ତମାନ ଭାରତୀୟ ବୀର ଯବାନଙ୍କ ଏହି ଅପରେଶନ ଉପରେ ତେଲେଙ୍ଗାନା ଦେଇଛନ୍ତି ପ୍ରତିକ୍ରିୟା ।

ପାକିସ୍ତାନ ଏବଂ ପାକ୍ ଅଧିକୃତ କାଶ୍ମୀର (ପିଓକେ)ରେ ଆତଙ୍କବାଦୀ ଶିବିର ଉପରେ ହୋଇଥିବା ଆକ୍ରମଣ ପାଇଁ ଦେଶ ଗର୍ବିତ ବୋଲି ସେ କହିଛନ୍ତି। ସେ ସୋସିଆଲ ମିଡିଆ ପ୍ଲାଟଫର୍ମ 'ଏକ୍ସ'ରେ ଏ ବିଷୟରେ ଏକ ପୋଷ୍ଟ ସେୟାର କରିଛନ୍ତି। ଜଣେ ଭାରତୀୟ ନାଗରିକ ଭାବରେ ମୁଁ ଆମର ସଶସ୍ତ୍ର ବାହିନୀ ସହିତ ଦୃଢ଼ ଭାବରେ ଛିଡ଼ା ହୋଇଛି। ପାକିସ୍ତାନ ଏବଂ ପିଓକେରେ ଆତଙ୍କବାଦୀ ଶିବିର ଉପରେ ହୋଇଥିବା ଆକ୍ରମଣ ପାଇଁ ଆମେ ଗର୍ବିତ।

Telangana CM

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ଆସନ୍ତୁ ସମସ୍ତେ ରାଷ୍ଟ୍ର ପାଇଁ ଏକତ୍ରିତ ହେବା ଏବଂ ଏକତାର ଏହି ମୁହୂର୍ତ୍ତରେ ସମସ୍ତେ ଏକ ସ୍ୱରରେ କହିବା - ଜୟ ହିନ୍ଦ! 'ଅପରେସନ ସିନ୍ଦୂର" । ଏଥିସହ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ବୁଧବାର ହାଇଦ୍ରାବାଦର ମାଣ୍ଡ ନିୟନ୍ତ୍ରଣ କେନ୍ଦ୍ରରେ ଏକ ଜରୁରୀକାଳୀନ ସମୀକ୍ଷା ବୈଠକର ଅଧ୍ୟକ୍ଷତା କରିଥିଲେ, ଯେଉଁଥିରେ ସେନା, ପୋଲିସ, ବିପର୍ଯ୍ୟୟ ପରିଚାଳନା ଏବଂ ଅନ୍ୟାନ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ସମୟରେ ସେ ସମସ୍ତ ବିଭାଗକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+