ତାମିଲନାଡୁରେ ଅଦିନିଆ ଲଗାଣ ବର୍ଷା, ୯ଟି ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ
Telangana News: ପୁଣି ତାମିଲନାଡୁରେ ପ୍ରବଳ ବର୍ଷା । ଅଦିନିଆ ଲଗାଣ ବର୍ଷା ଯୋଗୁଁ ରାଜ୍ୟର ଅନେକ ସ୍କୁଲ, କଲେଡ ଆଜି ଛୁଟି ଘୋଷଣା କରିଛନ୍ତି ସ୍ଥାନୀୟ ପ୍ରଶାସନା । ଲଗାଣ ବର୍ଷା ଯୋଗୁଁ ୯ଟି ଜିଲ୍ଲାର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖାଯାଇଛି । ସେହିପରି ତେଲେଙ୍ଗାନାର ହନୁମାକୋଣ୍ଡା ଜିଲ୍ଲାର ଏକ ରାଜ୍ୟ ସଡକ ପରିବହନ ନିଗମ ବସ୍ ଗଛରେ ମୁହାଁମୁହିଁ ଧକ୍କା ହୋଇ 26 ଜଣ ଯାତ୍ରୀ ଆହତ ହୋଇଛନ୍ତି। ଜଣେ ଗର୍ଭବତୀ ମହିଳାଙ୍କ ଅବସ୍ଥା ଗୁରୁତର ଥିବା ନେଇ ସୂଚନା ରହିଛି ।
ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବସଟି ୱାରଙ୍ଗାଲରୁ କରିମନଗର ଯାଉଥିଲା କିନ୍ତୁ ବାଟରେ ହନୁମାକୋଣ୍ଡା ଜିଲ୍ଲାର ହସନପାର୍ଟି ପୋଲିସ ଷ୍ଟେସନ ସୀମାରେ ଏକ ଗଛକୁ ଧକ୍କା ଦେଇଥିଲା। ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ସନ୍ଧ୍ୟା ପ୍ରାୟ ୭ ଟା ୩୦ରେ ଏହି ଦୁର୍ଘଟଣା ଘଟିଛି। ବସ୍ ବାରଙ୍ଗରୁ କରିମନଗର ଯାଉଥିଲା ଏବଂ ବସରେ ୫୫ ଜଣ ଯାତ୍ରୀ ଥିଲେ ଏବଂ ଏହି ଘଟଣାରେ ୨୬ ଜଣ ଯାତ୍ରୀ ଆହ ହୋଇଛନ୍ତି ।












Click it and Unblock the Notifications