Assembly Election 2021: ଏପ୍ରିଲ 6 ରେ ତାମିଲନାଡୁ ବିଧାନସଭା ନିର୍ବାଚନ
ଏପ୍ରିଲ 6 ତାରିଖରେ ତାମିଲନାଡୁ ବିଧାନସଭା ନିର୍ବାଚନ ହୋବାକୁ ଯାଉଛି । ଗୋଟିଏ ପର୍ଯ୍ୟାୟରେ ଏହି ରାଜ୍ୟରେ ନିର୍ବାଚନ ହେବ ।
ନୂଆଦିଲ୍ଲୀ: ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ବିଧାନସଭା ନିର୍ବାଚନ ପାଇଁ ଘୋଷଣା ହେଲା ନିର୍ବାଚନ ତାରିଖ। ପ୍ରେସମିଟ୍ କରି ତାରିଖ ଘୋଷଣା କଲେ ମୁଖ୍ୟ ନିର୍ବାଚନ କମିଶନ। କେରଳ, ତାମିଲନାଡୁ, ପୁଡୁଚେରି, ପଶ୍ଚିମବଙ୍ଗ ଓ ଆସାମ ପାଇଁ ନିର୍ବାଚନ ତାରିଖ ଘୋଷଣା ହୋଇଛି।

ତେବେ ଏପ୍ରିଲ 6 ତାରିଖରେ ତାମିଲନାଡୁ ବିଧାନସଭା ନିର୍ବାଚନ ହୋବାକୁ ଯାଉଛି । ଗୋଟିଏ ପର୍ଯ୍ୟାୟରେ ଏହି ରାଜ୍ୟରେ ନିର୍ବାଚନ ହେବ । ଫଳାଫଳ ମେ 2ରେ ବାହାରିବ ବୋଲି ମୁଖ୍ୟ ନିର୍ବାଚନ କମିଶନର କହିଛନ୍ତି ।












Click it and Unblock the Notifications