Taj Mahal Bomb Threat: ତାଜମହଲକୁ ବୋମାରେ ଉଡାଇବାର ମିଳିଲା ଧମକ
Taj Mahal Bomb Threat: ତାଜମହଲକୁ ବୋମାରେ ଉଡାଇବାର ମିଳିଲା ଧମକ । ଇ-ମେଲ୍ ଜରିଆରେ ଏହି ଧମକ ଦିଆଯାଇଛି । ଏପରି ଧମକପୂର୍ଣ୍ଣ ଇ-ମେଲ୍ ଆସିବା ପରେ ତାଜମହଲକୁ ସୁରକ୍ଷାକୁ ନେଇ ବର୍ତ୍ତମାନ ଚିନ୍ତାରେ ସୁରକ୍ଷା ଅଧିକାରୀ । କାରଣ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ଲୋକ ତାଜମହଲ ବୁଲିବା ପାଇଁ ଆସିଥାନ୍ତି । ଏପରି ସ୍ଥିତିରେ ବର୍ତ୍ତମାନ ସୁରକ୍ଷା କଡ଼ା କଡି କରାଯାଇଛି ।

ଆସିଥିବା ଇ-ମେଲ ଅନୁସାରେ, ତାଜମହଲରେ ଏକ ଟାଇମ୍ ବୋମା ଲଗାଯାଇଛି ଯାହା ସକାଳ 9 ଟାରେ ବିସ୍ଫୋରଣ ହେବା ।
Uttar Pradesh | Taj Mahal in Agra received a bomb threat via email today
ACP Taj Security Syed Areeb Ahmed says, "Tourism department received the email. Based on that, a case is being registered at Tajganj police station. Further investigation is being done..."
(Pics: ACP Taj… pic.twitter.com/1lw3E34dOM
— ANI (@ANI) December 3, 2024












Click it and Unblock the Notifications