NIA ମୁଖ୍ୟାଳୟରେ ଆତଙ୍କୀ ତହବୁର ରାଣାକୁ ଜେରା

NIA ମୁଖ୍ୟାଳୟରେ ଆତଙ୍କୀ ତହବୁର ରାଣାକୁ ଜେରା । NIAର ସ୍ବତନ୍ତ୍ର ସେଲ୍‌ରେ ତହବୁର ରାଣାକୁ ପଚରାଉଚରା। ୨୬/୧୧ ମୁମ୍ବାଇ ଆକ୍ରମଣ ମାମଲାରେ ଖୋଳତାଡ଼।
୧୮ ଦିନିଆ ରିମାଣ୍ଡରେ ତହବୁର ରାଣାକୁ ଆଣିଛି NIA ।

Tahawwur Rana

ତହବୁର ରାଣା କିଏ?
୨୬/୧୧ ମୁମ୍ବାଇ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ
ପାକିସ୍ତାନରେ ବ୍ୟବସାୟ କରୁଥିଲା
ଆତଙ୍କବାଦୀ ହେଡଲିକୁ ସହଯୋଗ କରିଥିଲା
ହେଡଲିର ପିଲାଦିନର ସାଙ୍ଗ
ଆକ୍ରମଣ ପାଇଁ ଦେଇଥିଲା ଆର୍ଥିକ ସହାୟତା
୭ଟି ଭାଷାରେ କଥା ହୋଇପାରେ ତହବୁର
୧୯୯୭ରେ ପାକିସ୍ତାନରୁ ଯାଇଥିଲା କାନାଡା
ତହବୁରକୁ ମିଳିଛି କାନାଡାର ନାଗରିକତା

ତିହାରରେ ରହିବ ତହବୁର!
ଭାରତ ଫେରିବା ପରେ ତିହାର ଜେଲରେ ରହିପାରେ ତହବୁର
ତିହାର ଜେଲର ଉଚ୍ଚସୁରକ୍ଷା ସଂପନ୍ନ ସେଲରେ ରଖିବା ଉପରେ ବିଚାରବିମର୍ଶ
ଦିଲ୍ଲୀ ତିହାର ସହ ମୁମ୍ବାଇର ଜେଲ୍‌ ବି ରହିଛି ପ୍ରସ୍ତୁତ
ଭାରତ ଆସିବା ପରେ ଏନଆଇଏ ହେଫାଜତରେ ରହିବ
ତହବୁର ଉପରେ ନଜର ରଖିବେ ଗୃହ ମନ୍ତ୍ରାଳୟ ଅଧିକାରୀ
ତହବୁରଠାରୁ ମୁମ୍ୱାଇ ହମଲା ସଂପର୍କରେ ନୂଆ ତଥ୍ୟ ମିଳିବା ଆଶା

ତହବୁର ପ୍ରତ୍ୟାବର୍ତ୍ତନ
ଭାରତର ବିଜୟ
୨୦୧୧ରେ ଚାର୍ଜସିଟ୍ ଦାଖଲ କରିଥିଲା ଏନଆଇଏ
୪ ଡିସେମ୍ବର ୨୦୧୯ରେ ଆମେରିକାରୁ ପ୍ରତ୍ୟାବର୍ତ୍ତନ ଦାବି କରିଥିଲା ଭାରତ
୧୦ ଜୁନ୍ ୨୦୨୦ରେ ତହବୁର ରାଣାର ଗିରଫଦାରୀ ଦାବି ହୋଇଥିଲା
୨୨ ଜୁନ୍ ୨୦୨୧ ଆମେରିକା କୋର୍ଟରେ ପ୍ରମାଣ ଦାଖଲ କରିଥିଲା ଭାରତ
୧୩ ନଭେମ୍ବର ୨୦୨୪ରେ ପ୍ରତ୍ୟାବର୍ତ୍ତନ ବିରୋଧରେ ତଳ କୋର୍ଟ ଯାଇଥିଲା ରାଣା
୨୧ ଜାନୁଆରୀ ୨୦୨୫ରେ ରାଣା ଅପିଲ ଖାରଜ କରିଥିଲେ ଆମେରିକା ତଳ କୋର୍ଟ
ପରେ ଆମେରିକା ସୁପ୍ରିମକୋର୍ଟ ମଧ୍ୟ ରାଣାଙ୍କ ଅପିଲ ଖାରଜ କରିଥିଲେ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+