ବିଜେପି ଅଫିସରେ ମିଠା ପସରା ; ବିଜୟ ଉତ୍ସବ ପାଇଁ ......

ଚାଲିଛି ବିହାର ବିଧାନସଭା ନିର୍ବାଚନର ଭୋଟ ଗଣତି । ଏବେ ସୁଦ୍ଧା ମିଳିଥିବା ଟ୍ରେଣ୍ଡ ଅନୁସାରେ ବିହାରରେ JDU ୭୮ ଆସରେ ଆଗୁଆଥିବାବେଳେ ବିଜେପି ୭୩ ସିଟରେ ଆଗୁଆ ରହିଛି । ତାପରକୁ RJDକୁ ମିଳିଲାଣି ୪୧ ଆସନ ।ଏହାଛଡ଼ା LJPRVକୁ ମିଳିଛି ୧୭ ଆସନ । ଏହାସହ ବିହାରରେ ବହୁମତକୁ ଟପିଗଲାଣି NDA । ଯଦି ଏହି ଟ୍ରେଣ୍ଡ ବଜାୟ ରହେ ତେବେ ବିହାରରେ ବି ପରୋକ୍ଷରେ ବିଜେପିର ହିଁ ବିଜୟ ହେବ ।

Sweets spread

ସେହିପରି ନୂଆପଡ଼ା Byelection ଭୋଟ ଗଣତିରେ ମଧ୍ୟ ବିଜେପି ବେଶ୍ ଆଗୁଆ ରହିଛି । ପଞ୍ଚମ ରାଉଣ୍ଡରେ ବି ବିଜେପି ଆଗେଇ ଚାଲିଛି । ତୃତୀୟ ସ୍ଥାନକୁ ଖସିଛି ବିଜେଡି । ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ଏବେସୁଦ୍ଧା ୨୫୧୯୫ ଖଣ୍ଡ ଭୋଟ ମିଳିଥିବାବେଳେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ୬୭୯୭ ଭୋଟ୍ ଓ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ମିଳିଛି ୬୫୩୮ଖଣ୍ଡ ଭୋଟ୍ । ପ୍ରାରମ୍ଭିକ ରାଉଣ୍ଡରୁ ହିଁ ବିଜେପିର ଜୟ ଢୋଲକିୟା ଆଗୁଆ ଥିବାରୁ ତାଙ୍କ ବିଜୟ ଏକ ରକମ୍ ନିଶ୍ଚିତ ବୋଲି କୁହାଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+