ଆସନ୍ତା ୨୦ରେ ବିହାରରେ ନୂଆ NDA ସରକାରର ଶପଥ ସମାରୋହ । ପାଟନାର ଐତିହାସିକ ଗାନ୍ଧି ମୈଦାନରେ ହେବ ଶପଥ ସମାରୋହ ଉତ୍ସବ। ଶପଥ ସମାରୋହ ଉତ୍ସବରେ ସାମିଲ୍ ହେବେ ପ୍ରଧାନମନ୍ତ୍ରୀ ମୋଦି। ୨୪୩ ଆସନରୁ ୨୦୨ ଆସନ ସହ ରେକର୍ଡ ବିଜୟ nbsp;ହାସଲ nbsp;କରିଛି nbsp;NDA।