Get Updates
Get notified of breaking news, exclusive insights, and must-see stories!

ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପିତାମାତାଙ୍କୁ ପଚରାଉଚରା କରିବ ଦିଲ୍ଲୀ ପୋଲିସ

Arvind Kejriwal: ଆପ୍ ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲଙ୍କୁ ମାଡ଼ ମାରିବା ଘଟଣାରେ ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପିତାମାତାଙ୍କୁ ପଚରାଉଚରା କରିବ ଦିଲ୍ଲୀ ପୋଲିସ । ସିଏମ୍ ହାଉସରେ ଉଭୟଙ୍କୁ ୧୧ଟା ୩୦ରେ ପଚରାଉଚରା କରିବ ଦିଲ୍ଲୀ ପୋଲିସ ।

Swati Maliwal Assult Case

ସୂଚନାଥାଉ ଯେ, ଗତ ୧୩ ତାରିଖରେ ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲ କ୍ରେଜ୍ରିୱାଲଙ୍କ ବାସଭବନକୁ ତାଙ୍କୁ ଦେଖା କରିବା ପାଇଁ ପହଞ୍ଚିଥିଲେ, ଯେଉଁଠି ତାଙ୍କୁ କେଜ୍ରିୱାଲଙ୍କ ପିଏ ବୈଭବ କୁମାର ମାଡ ମାରିବା ଅଭିଯୋଗ କରିଥିଲେ ସ୍ୱାତୀ ମାଲିୱାଲ । ଅଭିଯୋଗ ପରେ ଦିଲ୍ଲୀ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ଏବଂ ବୈଭବ କୁମାରଙ୍କୁ ଗିରଫ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+