Get Updates
Get notified of breaking news, exclusive insights, and must-see stories!

ସର୍ଜିକାଲ ଷ୍ଟ୍ରାଇକ୍ @6 : ସମଗ୍ର ଦେଶ ଦେଖିଥିଲା ଭାରତୀୟ ସେନାର ପରାକ୍ରମ

ଆଜିର ଦିନରେ ପାକିସ୍ତାନକୁ ଉରି ଆକ୍ରମଣର ଦୃଢ ଜବାବ ଦେଇଥିଲା ଭାରତ । ଆଉ ଆମ ଦେଶ ପାଇଁ ଏହା ଥିଲା ଖୁସିର ଦିନ।

ନୂଆଦିଲ୍ଲୀ: ଆଜିର ଦିନରେ ପାକିସ୍ତାନକୁ ଉରି ଆକ୍ରମଣର ଦୃଢ ଜବାବ ଦେଇଥିଲା ଭାରତ । ଆଉ ଆମ ଦେଶ ପାଇଁ ଏହା ଥିଲା ଖୁସିର ଦିନ । ଅନ୍ଧାର ରାତିରେ ପିଓକେରେ ପ୍ରବେଶ କରି ବଦଲା ନେଇଥିଲା ଭାରତୀୟ ସେନା । ଉରି ଆକ୍ରମଣର ଠିକ୍ 10 ଦିନ ପରେ ଉପରେ ସର୍ଜିକାଲ ଷ୍ଟାଇକ କରିଥିଲା ଭାରତ । ଆଉ ସାରା ବିଶ୍ବ ଦେଖିଥିଲା ଭାରତୀୟ ଯବାନଙ୍କ ପରାକ୍ରମ । ସର୍ଜିକାଲ ଷ୍ଟ୍ରାଇକ କଥା ଏବେ ଭାବିଲେ ଭୟରେ ପାକିସ୍ତାନର ଛାତି ଥରି ଉଠେ ।

surgical strike

ଆଜି ସେହି ସର୍ଜିକାଲ ଷ୍ଟ୍ରାଇକକୁ ପୂରିଛି 6 ବର୍ଷ । ଆଜିର ଦିନରେ ଭାରତୀୟ ସେନାର ସାହାସୀ ଯବାନ ପିଓକେରେ ପ୍ରବେଶ କରି ଆତଙ୍କବାଦୀ ଲଞ୍ଚ ପ୍ୟାଡକୁ ନଷ୍ଟ କରିଥିଲେ । ସର୍ଜିକାଲ ଷ୍ଟାଇକରେ 35ରୁ 70 ଆତଙ୍କବାଦୀ ନିହତ ହେବା ସହିତ 2 ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ହୋଇଥିବା ବେଳେ 9ଜଣ ଆହତ ହୋଇଥିଲେ ।

ଭାରତୀୟ ସୈନିକମାନେ ନିୟନ୍ତ୍ରଣ ରେଖା ଅତିକ୍ରମ କରିବା ପୂର୍ବରୁ ସେପ୍ଟେମ୍ବର 27 ତାରିଖ ରାତି 10ଟାରୁ ଆରମ୍ଭ ହୋଇଥିବା ଜାମ୍ମୁ କାଶ୍ମୀର ଏବଂ ପଞ୍ଜାବର ସୀମା ନିକଟରେ ରହୁଥିବା ସାଧାରଣ ନାଗରିକଙ୍କୁ ସ୍ଥାନାନ୍ତର କରାଯାଇଥିଲା। ମିଶନ ପାଇଁ ନିର୍ଦ୍ଧାରିତ ସ୍ୱତନ୍ତ୍ର ବାହିନୀ ସ୍କ୍ୱାଡ୍ ନାଇଟ୍-ଭିଜନ ଉପକରଣ ସହିତ ସଜ୍ଜିତ ଥିଲା, ଟାଭୋର 21 ଏବଂ ଏକେ-47 ଆସଲ୍ଟ ରାଇଫଲ, ରକେଟ୍ ଚାଳିତ ଗ୍ରେନେଡ୍, ହେକଲର୍ ଏବଂ କୋଚ୍ ପିସ୍ତଲ, କାନ୍ଧରେ ନିକ୍ଷେପ ହୋଇଥିବା କ୍ଷେପଣାସ୍ତ୍ର, ଉଚ୍ଚ ବିସ୍ଫୋରକ ଗ୍ରେନେଡ୍ ଏବଂ ପ୍ଲାଷ୍ଟିକ୍ ବିସ୍ଫୋରକ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+