ଓ୍ୱାକଫ୍ ସଂଶୋଧନ ଆଇନକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି: ୫ ବର୍ଷ ଜରୁରୀ ଥିବା ପ୍ରାବଧାନ ଉପରେ ଲାଗିଲା କଟକଣା
ଓ୍ୱାକଫ୍ ସଂଶୋଧନ ଆଇନକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି । କିଛି ଧାରା ଉପରେ ରୋକ୍ ଲଗାଇଲେ ସର୍ବୋଚ୍ଚ କୋର୍ଟ। ୫ ବର୍ଷ ଜରୁରୀ ଥିବା ପ୍ରାବଧାନ ଉପରେ ଲାଗିଲା କଟକଣା।
ଓ୍ୱାକଫ୍ ଆଇନର ଅନୁଚ୍ଛେଦ ୩୭୪ ଉପରେ ଲାଗିଲା ରୋକ୍ । ରାଜସ୍ୱ ରେକର୍ଡ ସମ୍ୱଦ୍ଧୀୟ ଧାରାରେ ଲାଗିଲା କଟକଣା। ଓ୍ୱାକଫ୍ ଆଇନର ବୈଧ୍ୟତାକୁ ନେଇ ପୈସଲା ନାହିଁ କହିଲେ ସୁପ୍ରିମକୋର୍ଟ।

ଓ୍ୱାକଫ୍ ବୋର୍ଡରେ ରହିବେ ନାହିଁ ୩ରୁ ଅଧିକ ଅଣମୁସଲିମ୍ ବୋଲି କହିଲେ । ସଂପୂର୍ଣ୍ଣ ଆଇନରେ ରୋକ୍ ଲଗାଇବାର ଆବଶ୍ୟକତା ନାହିଁ- SC । ବିବାଦର ସମାଧାନ କରିପାରିବେ ନାହିଁ ଜିଲ୍ଲାପାଳ କହିଲେ ସୁପ୍ରିମ କୋର୍ଟ । ଓ୍ୱାକଫ୍ ବୋର୍ଡର CEO ଜଣେ ମୁସଲିମ୍ ହେବା ଆବଶ୍ୟକ କହିଲେ ସୁପ୍ରିମ କୋର୍ଟ ।












Click it and Unblock the Notifications