ସମ୍ପତ୍ତି ତାଲିକା ସାର୍ବଜନୀନ କଲେ ସୁପ୍ରିମକୋର୍ଟ ବିଚାରପତି
ସୁପ୍ରିମକୋର୍ଟ ବିଚାରପତିମାନଙ୍କ ସମ୍ପତ୍ତି ତାଲିକାକୁ ସାର୍ବଜନୀନ କରାଯାଇଛି। ବିଚାରପତିମାନଙ୍କ ସମ୍ପତ୍ତି ଚିଠା କୋର୍ଟର ଓ୍ବେବସାଇଟରେ ଅପଲୋଡ୍ କରାଯାଇଛି। ଏ ସମ୍ପର୍କରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ଏହା ସହିତ ସୁପ୍ରିମକୋର୍ଟଙ୍କ ପକ୍ଷରୁ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟରେ ନିଯୁକ୍ତି ପାଇଁ ମୂଲ୍ୟାଙ୍କନ ମାନଦଣ୍ଡକୁ ଅନଲାଇନ ଜରିଆରେ ପ୍ରକାଶ କରାଯାଇଛି। ସମ୍ପୂର୍ଣ୍ଣ ନିଯୁକ୍ତି ପ୍ରକ୍ରିୟାକୁ ସୁପ୍ରିମକୋର୍ଟ ସାର୍ବଜନୀନ କରିଛନ୍ତି।













Click it and Unblock the Notifications