ନିଟ୍ ପରୀକ୍ଷା ବିବାଦ: NTA ଉପରେ ବର୍ଷିଲେ ସୁପ୍ରିମକୋର୍ଟ

NEET UG 2024: ନିଟ୍ ପରୀକ୍ଷାକୁ ନେଇ ସୃଷ୍ଚି ହୋଇଥିବା ବିବାଦ ବଢିବାରେ ଲାଗିଛି । ଏପରିକି ଆବେଦନ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଆଜି ଏହି ମାମଲାକୁ ନେଇ NIA'ଉପରେ ବର୍ଷିଛନ୍ତି ସର୍ବୋଚ୍ଚ ଅଦାଲତ, ଏବଂ ଭୁଲ୍ ଥିଲେ ତୁରନ୍ତ ସୁଧାର କରିବା ନେଇ ନିର୍ଦ୍ଦେଶ ଦେଇଛନ୍ତି ।

NEET UG 2024

ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି କହିଛନ୍ତି, 0.1 ପ୍ରତିଶତ ତ୍ରୁଟି ଥିଲେ ମଧ୍ୟ ଏହାକୁ ସମ୍ପୁର୍ଣ୍ଣ ଭାବେ ଠିକ୍ କରିବା ଉଚିଚ୍, କାରଣ ଏହା ଲକ୍ଷ ଲକ୍ଷ ପିଲାଙ୍କ ଭବିଷ୍ୟତ । ଆମେ ଆଶା କରୁଛୁ ଯେ NTA ଠିକ୍ ସମୟରେ ପଦକ୍ଷେପ ନେବ । କାରଣ ହେବେ ପିଲାମାନଙ୍କ କଠିନ ପରିଶ୍ରମକୁ ଅଣଦେଖା କରିପାରିବୁ ନାହିଁ ।ଯଦି ଏହି ମାମଲାରେ ହେରଫେର୍ ହୋଇଥାଏ ତେବେ ଏହାକୁ ସମୟ ପୂର୍ବରୁ ଠିକ୍ କରାଯାଉ । ସେହିପରି NTAକୁ ସମ୍ପର୍ଣ୍ଣ ପ୍ରସ୍ତୁତ ହୋଇ ହାଜର ହେବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଏଥି ସହିତ ଆବେଦନକାରୀଙ୍କ ଓକିଲ DINESH JOTWANI କହିଛନ୍ତି ଯେ, ପରୀକ୍ଷାର୍ଥୀଙ୍କ ପାଇଁ ଆଜିର ଶୁଣାଣି ବହୁତ ଭଲ ଥିଲା। କୋର୍ଟ NTA କୁ ତାଗିଦ୍ କରି କହିଛନ୍ତି ଯେ ଆପଣ ଦେଶର ସ୍ୱାସ୍ଥ୍ୟ ବ୍ୟବସ୍ଥା ସହିତ ଖେଳୁଛନ୍ତି। ଗତ ଶୁଣାଣି ସମୟରେ କେନ୍ଦ୍ର ସରକାର ଏବଂ ଏନଟିଏ ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ ଏମବିବିଏସ୍ ଏବଂ ଅନ୍ୟାନ୍ୟ ପାଠ୍ୟକ୍ରମରେ ଆଡମିଶନ ପାଇଁ ପରୀକ୍ଷା ପାଇଁ ଆସିଥିବା 1,563 ଜଣ ପ୍ରାର୍ଥୀଙ୍କୁ ଦିଆଯାଇଥିବା ଗ୍ରେସ୍ ମାର୍କକୁ ସେମାନେ ବାତିଲ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+