Get Updates
Get notified of breaking news, exclusive insights, and must-see stories!

ପଶ୍ଚିମବଙ୍ଗ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାରେ ଆପତ୍ତି ଅଭିଯୋଗ ଦାଖଲପାଇଁ ଏକ ସପ୍ତାହ ସମୟସୀମା ବୃଦ୍ଧି କଲେ ସୁପ୍ରିମ୍‍କୋର୍ଟ

ପଶ୍ଚିମବଙ୍ଗ ସ୍ୱତନ୍ତ୍ର ଭୋଟର୍‍ ତାଲିକା ସଂଶୋଧନ ପ୍ରକ୍ରିୟାରେ ଆପତ୍ତି ଅଭିଯୋଗ ଦାଖଲ ପାଇଁ ଆସନ୍ତା ୧୪ ତାରିଖରୁ ଆଉ ଏକ ସପ୍ତାହ ସମୟ ସୀମା ବୃଦ୍ଧି କରିବାକୁ ସୁପ୍ରିମ୍‍ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନବିଚାରପତି ଜଷ୍ଟିସ୍‍ ସୂର୍ଯ୍ୟ କାନ୍ତ, ଜଷ୍ଟିସ୍‍ ଜୟମାଲ୍ୟ ବାଗ୍‍ଚି ଏବଂ ଜଷ୍ଟିସ୍‍ ଏନ୍‍.ଭି. ଅଞ୍ଜାରିଆଙ୍କ ପୀଠ ଏସଂକ୍ରାନ୍ତ ମାମଲାର ଶୁଣାଣି କରି ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି ।

Supreme Court

ନିର୍ବାଚନ କମିଶନ୍‍ଙ୍କୁ ଭୋଟର୍‍ ତାଲିକା ସଂଶୋଧନ ପ୍ରକ୍ରିୟାରେ ଆବଶ୍ୟକ ମାନବସମ୍ବଳ ଯୋଗାଇ ଦେବାକୁ କୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ରକ୍ରିୟାରେ ସାମିଲ୍‍ ନିର୍ବାଚନ ଅଧିକାରୀଙ୍କ ବିରୋଧରେ ଧମକ ଏବଂ ହିଂସାତ୍ମକ ଘଟଣା ବନ୍ଦ କରିବା ନେଇ ସୁରକ୍ଷା ସଂସ୍ଥାର ବିଫଳତା ଉପରେ କୋର୍ଟ ଚିନ୍ତା ପ୍ରକଟ କରିଛନ୍ତି । ଏଥିପାଇଁ ରାଜ୍ୟ ପୁଲିସ୍‍ ମହାନିର୍ଦ୍ଦେଶକଙ୍କୁ ଏକ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+