ଜେଲରେ ରହିବେ କେଜ୍ରିୱାଲ, ସ୍ଥଗିତ ରହିଲା ଜାମିନ ଉପରେ ଶୁଣାଣି
Arvind Kejriwal Petition: ଗିରଫ ବିରୋଧରେ ଅରବିନ୍ଦ କେଜ୍ରିୱାଲଙ୍କ ଆବେଦନ ଉପରେ ଶୁଣାଣି ସୁପ୍ରିମକୋର୍ଟରେ ସ୍ଥଗିତ ରଖାଯାଇଛି। ବର୍ତ୍ତମାନ ପରବର୍ତ୍ତୀ ଶୁଣାଣି ୫ ସେପ୍ଟେମ୍ବରରେ ହେବ। ଗିରଫ ବିରୋଧରେ ଅରବିନ୍ଦ କେଜ୍ରିୱାଲ ୨ଟି ଆବେଦନ କରିଥିଲେ। ସିବିଆଇ ଗୋଟିଏ ଉପରେ ଜବାବ ଦାଖଲ କରିଛି। ଏଥି ସହିତ ଦ୍ୱିତୀୟ ଆବେଦନକୁ ଜବାବ ଦେବାକୁ ସମୟ ମଗାଯାଇଛି। ତେଣୁ ସୁପ୍ରିମକୋର୍ଟରେ ବର୍ତ୍ତମାନ କ୍ରେଜ୍ରିୱାଲଙ୍କ ପକ୍ଷର ଶୁଣାଣି ସ୍ଥଗିତ ରଖାଯିବ । ଅର୍ଥାତ୍ କେଜ୍ରିୱାଲ ବର୍ତ୍ତମାନ ଜେଲରେ ରହିବେ ।













Click it and Unblock the Notifications