ବ୍ରିଟିଶ ସରକାରଙ୍କ ସର୍ବଶ୍ରେଷ୍ଠ ସମ୍ମାନ ପାଇବେ ସୁନୀଲ ଭାରତୀ ମିତ୍ତଲ

ସୁନୀଲ ଭାରତୀ ମିଳିବ ମିତ୍ତଲଙ୍କୁ ନାଇଟ୍‌ହୁଡ୍‌ ସମ୍ମାନ । ସୁନୀଲ ଭାରତୀ ମିତ୍ତଲ କମ୍ପାନୀର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ସୁନୀଲ ଭାରତୀ ମିତ୍ତଲଙ୍କୁ ନାଇଟ୍‌ହୁଡ୍‌ ସମ୍ମାନ ମିଳିବ। ସେ ପ୍ରଥମ ଭାରତୀୟ ଭାବେ ଏପରି ସମ୍ମାନ ପାଇବାକୁ ଯାଉଛନ୍ତି ।

Sunil Bharti Mittal

ବ୍ରିଟିଶ ସରକାରଙ୍କ ସର୍ବଶ୍ରେଷ୍ଠ ସମ୍ମାନ ହେଉଛି ନାଇଟ କମାଣ୍ଡ। ଏବେ ଶ୍ରୀ ମିତ୍ତଲ ଏଥିରେ ସମ୍ମାନୀତ ହେବାକୁ ଯାଉଛନ୍ତି। ତାଙ୍କୁ କିଙ୍ଗ ଚାର୍ଲସ ତୃତୀୟ ସମ୍ମାନୀତ କରିବେ। ଭାରତ-ବ୍ରିଟେନ ବ୍ୟବସାୟକୁ ସେ ଅଧିକ ମଜବୁତ କରିଥିବାରୁ ତାଙ୍କୁ ଏପରି ସମ୍ମାନ ମିଳିବ।

ନାଇଡହୁଡ୍‌ ସମ୍ମାନ ମିଳିବାକୁ ଯାଉଥିବା ଖବର ପାଇବା ପରେ ମିତ୍ତଲ କହିଛନ୍ତି, ରାଜ ଚାର୍ଲସଙ୍କ ଏପରି ସମ୍ମାନ ପାଇଁ ମୁଁ ଗଭୀର ଭାବେ କୃତଜ୍ଞତା ଜଣାଉଛି। ଭାରତ-ବ୍ରିଟେନ ମଧ୍ୟରେ ଐତିହାସିକ ସମ୍ପର୍କ ରହିଛି। ଏବେ ଏହା ଗୋଟିଏ ନୂଆ ଯୁଗରେ ପ୍ରବେଶ କରିଛି।

ଦୁଇ ମହାନ ଦେଶ ମଧ୍ୟରେ ଜାରି ରହିଥିବା ଅର୍ଥନୀତିକ ଓ ଦ୍ୱିପାକ୍ଷିକ ବ୍ୟବସାୟୀକ ସମ୍ପର୍କକୁ ଅଧିକ ମଜବୁତ କରିବା ପାଇଁ ମୁଁ ସବୁବେଳେ ପ୍ରତିଶ୍ରୁତିବଦ୍ଧ। ବ୍ୟବସାୟ ପାଇଁ ସବୁ ପ୍ରକାରର ସମର୍ଥନ କରିଥିବାରୁ ସେ ବ୍ରିଟେନ ସରକାରଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+